ETV Bharat / bharat

ଭାରତରେ ଲଞ୍ଚ ହେଲା ‘ଆସେର’ର ‘ଆସ୍ପାୟର 7’ ଗେମିଂ ଲାପଟପ - ଆସେରର ଗେମିଂ ଲାପଟପ

ଭାରତରେ ମଙ୍ଗଳବାର ଲଞ୍ଚ ହୋଇଛି ନୂଆ ଗେମିଂ ଲାପଟପ । ଆସେର ଇଣ୍ଡିଆର ଏହି ନୂଆ ଗେମିଂ ଲାପଟପଟି ହେଇଛି ଆସ୍ପାୟର 7 ।

gaming laptop launched in india, gaming laptop, acer's gaming laptop, aspire 7 gaming laptop, ଭାରତରେ ଲଞ୍ଚ ହେଲା ଗେମିଂ ଲାପଟପ, ଗେମିଂ ଲାପଟପ, ଆସେରର ଗେମିଂ ଲାପଟପ, ଆସ୍ପାୟର 7 ଗେମିଂ ଲାପଟପ
ଭାରତରେ ଲଞ୍ଚ ହେଲା ‘ଆସେର’ର ‘ଆସ୍ପାୟର 7’ ଗେମିଂ ଲାପଟପ
author img

By

Published : May 27, 2020, 6:34 AM IST

ହାଇଦ୍ରାବାଦ: ଭାରତରେ ମଙ୍ଗଳବାର ଲଞ୍ଚ ହୋଇଛି ନୂଆ ଗେମିଂ ଲାପଟପ । ଆସେର ଇଣ୍ଡିଆର ଏହି ନୂଆ ଗେମିଂ ଲାପଟପଟି ହେଇଛି ଆସ୍ପାୟର 7 । ଏହାର 4ଟି ଭାରିଏଣ୍ଟ ରହିଥିବା ବେଳେ ଏହାର ମୂଲ୍ୟ 54,990ରୁ ଆରମ୍ଭ ହୋଇଛି ।

ଏହା କେବଳ କଳା ରଙ୍ଗରେ ଉପଲବ୍ଧ ହେବକୁ ଥିବା ବେଳେ ବର୍ତ୍ତମାନ ଏହା ଫ୍ଲିପକାର୍ଟରେ ମିଳିବ ବୋଲି କମ୍ପାନୀ ସୂଚନା ଦେଇଛି । ଫିଚର ଆକାରରେ ଏହି ଲାପଟପରେ ରହିଛି 15.6 ଇଞ୍ଚର ସ୍କ୍ରିନ । ଏଥିରେ ସ୍କ୍ରିନ-ଟୁ-ବଡି ଅନୁପାତ ଅଧିକ ରହିଥିବା ବେଳେ ଏହାର ଓଜନ ପ୍ରାୟ 2.15 କିଲୋଗ୍ରାମ ରହିଛି ।

ତେବେ ଏହି ଗେମିଂ ଲାପଟପରେ 9ମ ଜେନେରେସନ ଇଣ୍ଟେଲ କୋର i7 ପ୍ରୋସେସରର ବ୍ୟବହାର କରାଯାଇପାରେ । ନଚେତ ୟୁଜର୍ସଙ୍କ ସୁବିଧା ଅନୁଯାୟୀ ଏଏମଡି ରେଜେନ 3000 ସହ ଏନଭିଆଇଡିଆଇଏ ଗ୍ରାଫିକ୍ସର ବ୍ୟବହାର କରାଯାଇପାରେ । ଏହା ଦ୍ବାରା ଲାପଟପରେ ଅପରେଟିଂ ସ୍ପିଡ ବଢାଯାଇପାରେ । ପ୍ରୋଫେସନାଲଙ୍କ ପାଇଁ ଏହି ଲାପଟପରେ 1 ଟିବି ଏମ.2 ପିସିଏଲଇ ଷ୍ଟୋରେଜ ଓ 32 ଜିବି ଡିଡିଆର4(ଏସଓ-ଡିଆଇଏମଏମ) ର୍ୟାମ ଯୋଗାଇବ ।

କନେକ୍ଟିଭିଟି ପାଇଁ ଏହି ଲାପଟପରେ ରହିଛି ଏଚଡିଏମଆଇ ଓ ୟୁଏସବି 3.2 ପୋର୍ଟସ । ଏଥିସହ ଏହି ଗେମିଂ ଲାପଟପରେ ୱାଇଫାଇ-6 ସହ ଏମୟୁ-ଏମଆଇଏମଓ ଟେକ୍ନୋଲୋଜିର ମଧ୍ୟ ସୁବିଧା ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.