ETV Bharat / bharat

ନିର୍ବାଚନ ସମୟରେ ଏଏସଆଇଙ୍କ ହୃଦଘାତରେ ମୃତ୍ୟୁ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ଅଘଟଣ । ହୃଦଘାତ ଯୋଗୁଁ ପ୍ରାଣ ହରାଇଲେ ଏଏସଆଇ। ଅଧିକ ପଢନ୍ତୁ...

author img

By

Published : Dec 7, 2019, 3:53 PM IST

Aasi
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ। ଶନିବାର ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ଚାଲିଥିବା ସମୟରେ ଏକ ଅଘଟଣ ଦେଖିବାକୁ ମିଳିଛି। ନିର୍ବାଚନ ସମୟରେ ହୃଦଘାତ ଯୋଗୁଁ କାର୍ଯ୍ୟରତ ଜଣେ ଏଏସଆଇଙ୍କ ମୃତ୍ୟୁ ହୋଇଛି। ମୃତ ଅଫିସର ଜଣକ ହେଲେ ହରିଚନ୍ଦ୍ର ଗିରି।

ଝାଡଖଣ୍ଡର ଜାମେଶଦପୁର ବହରାଗୋଡାର ବିଧାନସଭା କ୍ଷେତ୍ରର ପାଞ୍ଚାଡୋ କ୍ଲଷ୍ଟରରେ ଏଏସଆଇ ହରିଚନ୍ଦ୍ର ନିର୍ବାଚନ ଡ୍ୟୁଟି କରୁଥିଲେ । ଶୁକ୍ରବାର ରାତିରେ ସେ ଖାଇକି ଶୋଇଥିଲେ ହେଲେ ସକାଳୁ ତାଙ୍କୁ ଉଠାଯାଇଥିଲେ ମଧ୍ୟ ସେ ଉଠି ନଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବରପାଇ ଏସଡିପିଓ ରାଜକୁମାର ମେହତା ପହଞ୍ଚିଥିଲେ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.