ETV Bharat / bharat

ଦଳରୁ ବିଦା ହେଲେ ଆପର ବିଦ୍ରୋହୀ ବିଧାୟକ କପିଲ ମିଶ୍ର - kapil-mishra disqualify

ଆପର ବିଦ୍ରୋହୀ ବିଧାୟକ କପିଲ ମିଶ୍ରଙ୍କୁ ଶୁକ୍ରବାର ଦଳରୁ ବହିଷ୍କାର କରିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Aug 2, 2019, 9:36 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟିର ବିଦ୍ରୋହୀ ବିଧାୟକ କପିଲ ମିଶ୍ରଙ୍କୁ ଦଳରୁ ବିଦା କରାଯାଇଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋୟଲ ତାଙ୍କୁ ଦଳ ବିରୋଧୀ ଗତିବିଧି ପାଇଁ ଶୁକ୍ରବାର ଦଳରୁ ବହିଷ୍କାର କରିବା ସହ ତାଙ୍କ ସଦସ୍ୟତା ରଦ୍ଦ କରିଛନ୍ତି ।

ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା କପିଲ ଲଗାତାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ ଏବଂ ତାଙ୍କ ବିରୋଧରେ ଅନେକ ଅନିୟମିତତାର ଅଭିଯୋଗ ଆଣିଥିଲେ । ଏହା ବ୍ୟତିତ 2019 ଲୋକସଭା ନିର୍ବାଚନ ସମୟରେ କପିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.