ETV Bharat / bharat

ଯୌତୁକ ପାଇଁ ଛତିଶଗଡରେ ତିନି ତଲାକ

author img

By

Published : Mar 4, 2020, 7:10 PM IST

କୋରବା କେଲହରି ଅଞ୍ଚଳରେ ଜଣେ ମହିଳାଙ୍କୁ ତିନି ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ । ଲକ୍ଷେ ଟଙ୍କା ନଦେଇ ପାରିବାରୁ ମହିଳାଙ୍କୁ ସ୍ବାମୀ ତିନି ତଲାକ ଦେଇଥିବା ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

A woman was given triple talaq by her husband
ପୁଣି ଛତିଶଗଡରେ ତିନି ତଲାକ

ଛତିଶଗଡ: ପୁଣି ଆଇନକୁ ଫୁ । କୋରବା କେଲହରି ଅଞ୍ଚଳରେ ଜଣେ ମହିଳାଙ୍କୁ ତିନି ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ । ଲକ୍ଷେ ଟଙ୍କା ନଦେଇ ପାରିବାରୁ ତିନି ତଲାକ ଦେଇଛନ୍ତି ମହିଳାଙ୍କ ସ୍ବାମୀ ।

ବ୍ୟବସାୟ ପାଇଁ ମହିଳାଙ୍କୁ ଲକ୍ଷେ ଟଙ୍କା ମାଗିଥିଲେ ତାଙ୍କ ସ୍ବାମୀ । କିନ୍ତୁ ମହିଳାଙ୍କ ପରିବାର ଲକ୍ଷେ ଟଙ୍କା ଦେବାରେ ସାମର୍ଥ୍ୟ ନଥିବାରୁ ତିନି ତଲାକ ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ଖାଲିସେତିକି ନୁହେଁ, ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ତାଙ୍କ ସ୍ବାମୀ ।

ଏନେଇ କେଲହରି ପୋଲିସ ଷ୍ଟେସନ ଅଧିକାରୀ ଜନକ ରାମ କୁରେ ସୂଚନା ଦେଇଛନ୍ତି ଯେ, ଏନେଇ ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ସ୍ବାମୀଙ୍କ ଦୁଇ ଭାଉଜଙ୍କୁ ଗିରଫ କରାଯାଇଛି । ତେବେ ମହିଳାଙ୍କ ସ୍ବାମୀଙ୍କ ସମେତ 3 ଅଭିଯୁକ୍ତ ଫେରାର ଅଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.