ETV Bharat / bharat

ଡିସେମ୍ବର 6 ସୁଦ୍ଧା ଦେଶରେ ସରିଛି 14,77,87,656 କୋଭିଡ ଟେଷ୍ଟ: ICMR - କୋଭିଡ ଟେଷ୍ଟ

ଦେଶରେ କମିଛି କୋରୋନା ସଂକ୍ରମିତ ହାର । ଧିରେ ଧିରେ ସୁଧୁରୁଛି ସ୍ଥିତି । ତେବେ ଏହା ପଛରେ ସ୍ବାସ୍ଥ୍ୟ ବିଭାଗର ଅନେକ ଅବଦାନ ରହିଛି । ଅଧିକ ପଢନ୍ତୁ...

ଡିସେମ୍ବର 6 ସୁଦ୍ଧା ଦେଶରେ ସରିଛି 14,77,87,656 କୋଭିଡ ଟେଷ୍ଟ: ICMR

author img

By

Published : Dec 7, 2020, 12:01 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ କରାଯାଉଥିବା ସାମ୍ପଲ ଟେଷ୍ଟ ଏବେ 14 କୋଟି ପାର କରିଛି। ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଟେଷ୍ଟିଂ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରିତିମତ ଏହାର ପ୍ରୟାସ ଜାରି ରହିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶରେ 8 ଲକ୍ଷ 01 ହଜାର 081 ଟି ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 14 କୋଟି 77 ଲକ୍ଷ 87 ହଜାର 656 ଟି ସାମ୍ପଲ ଟେଷ୍ଟ କରାଯାଇଛି ।

ମୋଟ ସଂକ୍ରମିତଙ୍କ ସଂଖ୍ୟା 96 ଲକ୍ଷ 77 ହଜାର 203ରେ ପହଞ୍ଚିଛି । ଏଥିରୁ 1 ଲକ୍ଷ 40 ହଜାର 573 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.