ETV Bharat / bharat

ସାଧାରଣତନ୍ତ୍ର ଦିବସରେ ଭେଟନ୍ତୁ ‘26 ଜାନୁଆରୀ’ଙ୍କୁ

author img

By

Published : Jan 25, 2020, 11:11 PM IST

ଦେଶ ପାଳିବ 71ତମ ସାଧାରଣତନ୍ତ୍ର ଦିବସ । 1950 ଜାନୁଆରୀ 26ରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ତେବେ ଆପଣ କ'ଣ ଜାଣନ୍ତି ଜଣେ ଏପରି ବ୍ୟକ୍ତି, ଯାହାଙ୍କ ନାମ 26 ଜାନୁଆରୀ । ଜାଣନ୍ତୁ ତାଙ୍କ ବିଷୟରେ...

A person whose name is 26 january
26 ଜାନୁଆରୀ

ଭୋପାଳ: ରାତି ପାହିଲେ ଦେଶ ପାଳିବ 71ତମ ସାଧାରଣତନ୍ତ୍ର ଦିବସ । 1950 ଜାନୁଆରୀ 26ରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ତେବେ ଆପଣ କ'ଣ ଜାଣନ୍ତି ଜଣେ ଏପରି ବ୍ୟକ୍ତି, ଯାହାଙ୍କ ନାମ 26 ଜାନୁଆରୀ । ଆଜ୍ଞା ହଁ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ନାମ 26 ଜାନୁଆରୀ ଟେଲର୍ । ସେ ଜନ୍ମ 26 ଜାନୁଆରୀ ହୋଇଥିଲେ, ଏପରିକି ସେ 26 ଜାନୁଆରୀରେ ହିଁ ନିଜର ସମସ୍ତ କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ଦୀର୍ଘ 22 ବର୍ଷ ହେବ ଟେଲର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାରେ ପିଅନ ଅଛନ୍ତି। ଟେଲରଙ୍କ ପିତା ସତ୍ୟନାରାୟଣ ଟେଲର ଜଣେ ପ୍ରଧାନଶିକ୍ଷକ । ସେ ସ୍କୁଲରେ 26 ଜାନୁଆରୀ 1966ରେ ପତାକା ଉତ୍ତୋଳନ କରୁଥିବା ସମୟରେ ଟେଲର ଜନ୍ମ ନେଇଥିଲେ । ଏହାପରେ ସେ ନିଜ ପୁଅ ନାମ 26 ଜାନୁଆରୀ ରଖିଥିଲେ । ତାଙ୍କର ସ୍କୁଲ ଶିକ୍ଷା ମଧ୍ୟ ଜାନୁଆରୀ 26ରେ ଆରମ୍ଭ ହୋଇଛି । ଅନେକ ସମୟରେ ଏହି ନାମ କାରଣରୁ ତାଙ୍କୁ ଥଟ୍ଟାର ପାତ୍ର ହେବାକୁ ପଡିଛି ତଥାପି ସେ ନିଜ ନାମ କେବେ ପରିବର୍ତ୍ତନ କରିନାହାଁନ୍ତି ।

ପ୍ରଶିକ୍ଷଣ ସଂସ୍ଥାରେ ମଧ୍ୟ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି । ସେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଯତ୍ନ ନିଅନ୍ତି ବୋଲି ତାଙ୍କ ଶୁଭେଚ୍ଛୁ କହିଛନ୍ତି।

Intro:मंदसौर। पूरा देश आज 72 वां गणतंत्र दिवस का पर्व धूमधाम से मना रहा है ।यह वही दिन है जिसमें आज से 71साल पहले देश में गणतंत्र लागू हुआ था।यही वजह है कि इस दिन को राष्ट्रीय पर्व के रूप में धूमधाम से मनाया जाता है ।लेकिन आपको यह जानकर बड़ा आश्चर्य होगा कि प्रदेश में एक इंसान ऐसा भी है जिसका नाम 26 जनवरी है ।जी हां यह बिल्कुल सच है मंदसौर में एक व्यक्ति ऐसा है जिसका नाम 26 जनवरी टेलर है। 26 जनवरी टेलर जिला शिक्षा एवं प्रशिक्षण संस्थान में भृत्य की पोस्ट पर पदस्थ है। वे यहां लगातार 22 साल से शासन को अपनी सेवाएं दे रहे हैं।

Body:मूलतः मंदसौर के निवासी 26 जनवरी टेलर के पिता सत्यनारायण टेलर झाबुआ जिले के उदयगढ़ स्कूल में हेड मास्टर थे। 26 जनवरी 1966 के दिन जब वे अपने स्कूल में झंडा वंदन करने जा रहे थे। इसी दौरान स्कूल के चपरासी भंवर सिंह ने उन्हें खुश खबर देते हुए कहा कि उनके यहां बेटा हुआ है। घर आकर उन्होंने बेटे का नाम ही 26 जनवरी रख दिया। 26 जनवरी टेलर की प्राथमिक शिक्षा झाबुआ में ही हुई और उसके टीचर ने पांचवीं की बोर्ड परीक्षा का फॉर्म भरते वक्त इस नाम को बदलने की पिता के सामने पेशकश भी की तो उन्होंने तत्काल मना कर दिया। वर्तमान में 26 जनवरी टेलर डाइट कार्यालय में 22 सालों से चपरासी की पोस्ट पर अपनी सेवाएं दे रहे हैं ।उनके इस अजीब से नाम से हालांकि वे कई जगह लोगों की मजाक का कारण भी बन जाते हैं। लेकिन वे अपने नाम से काफी खुश हैं।
1. 26 जनवरी टेलर, जिला शिक्षा एवं प्रशिक्षण संस्थान ,मंदसौर
2. डॉ प्रमोद गुप्ता, प्राचार्य ,जिला शिक्षा एवं प्रशिक्षण संस्थान, मंदसौर

Conclusion:लगातार एक ही संस्थान में लंबी सेवाएं दे रहे इस कर्मचारी से अब विभाग के तमाम अधिकारियों के अलावा यहां पढ़ाई करने आ रहे छात्र छात्राएं भी खुश है ।26 जनवरी टेलर कार्यालय के सभी कर्मचारियों की बड़ी मदद करते हैं। वही इस संस्थान के हर एक छात्र छात्रा की जरूरत का भी उन्हें काफी ख्याल रहता है। इन तमाम कारणों से वह पूरे संस्थान से परिजनों की तरह जुड़े हुए हैं।
3. शिल्पी पाटीदार ,छात्रा
4. राजेंद्र सिंह चंद्रावत, छात्र
शासकीय कार्यालय में चपरासी की नौकरी कर रहे हैं इस कर्मचारी की कर्मठता से पूरा विभाग और छात्र-छात्राएं उन्हें काफी सम्मान देते हैं .इतना ही नहीं सभी लोग गणतंत्र दिवस के साथ ही इस दिन उनका जन्मदिन भी बड़ी खुशी से मनाते हैं।
ptc: विनोद गौड़, रिपोर्टर, मंदसौर

नोट :यह समाचार स्पेशल स्टोरी में लिया जा सकता है ...अतः इसमें वॉइस ओवर नहीं किया गया है .कृपया इसका पैकेजिंग यथोचित करें.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.