ETV Bharat / bharat

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବରିଷ୍ଠ ନେତାଙ୍କ ସହ ଆଜି ଶାହଙ୍କ ବୈଠକ

author img

By

Published : Sep 26, 2019, 11:50 AM IST

Updated : Sep 26, 2019, 12:39 PM IST

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଗୁରବାର ବିଜେପିର ଦଳୀୟ ମୁଖ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଯେଉଁଥିରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ, ବିଜେପି ରାଜ୍ୟ ଶାଖା ସଭାପତି, ପ୍ରଦେଶ ପ୍ରଭାରୀ ଓ ସଙ୍ଗଠନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଅଙ୍କ କଷା ଜାରିରହିଛି । ଏନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ଯେଉଁଥିରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ବିଜେପି ରାଜ୍ୟ ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ, ପ୍ରଦେଶ ପ୍ରଭାରୀ ଓ ସଙ୍ଗଠନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ।

ବିଜେପି ମୁଖ୍ୟାଳୟରେ ମହାରାଷ୍ଟ୍ର ନିର୍ବାଚନକୁ ନେଇ ଦିନ 11ଟାରେ ଏହି ବୈଠକ ହେବ । ନିର୍ବାଚନ ପାଇଁ ମେଣ୍ଟ ସହଯୋଗୀଙ୍କ ସହ ଆସନ ଭାଗବଣ୍ଟା ଓ ପ୍ରାର୍ଥୀଙ୍କ ନାମ ଘୋଷଣାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବରୁ ହରିୟାଣା ନିର୍ବାଚନକୁ ନେଇ ବିଜେପି ଅଧ୍ୟକ୍ଷ ଶାହ ବୁଧବାର ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ ।

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ଖୁବଶିଘ୍ର ସିଟ୍ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଅବସାନ ଘଟିବା ନେଇ ଆଶା ।

Intro:Body:

BLANK FOR LINK 

Conclusion:
Last Updated : Sep 26, 2019, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.