ETV Bharat / bharat

ଜାଲରେ ପଡ଼ିଲା 4 କ୍ୱିଂଟାଲ ଓଜନର ‘ରେ’ ମାଛ - ଭଟକଲ ଅଞ୍ଚଳ

ଭଟକଲ ଅଞ୍ଚଳରେ ଜାଲରେ ପଡ଼ିଲା ଏକ ବିରାଟ ମାଛ । ଯାହାର ଓଜନ ପ୍ରାୟ 300 ରୁ 400 କିଲୋଗ୍ରାମ ହୋଇଥିବା ବେଳେ ମାଛର ଲମ୍ବ ପ୍ରାୟ 2 ମିଟର । ଅଧିକ ପଢନ୍ତୁ...

A huge fish weighing 300-400kg is caught in Bhatkal
ଜାଲରେ ପଡ଼ିଲା 4 କ୍ୱିଂଟାଲ ଓଜନର ‘ରେ’ ମାଛ
author img

By

Published : Oct 29, 2020, 3:00 PM IST

ବେଙ୍ଗାଲୁରୁ: ଜାଲରେ ପଡ଼ିଲା 300 ରୁ 400 କିଲୋ ଓଜନର ବିରାଟ ମାଛ । ବୁଧବାର ଦିନ ଭଟକଲର ରାଧାକୃଷ୍ଣ, ରାଜଶ୍ରୀ ଏବଂ ଜୟଦୁର୍ଗା ଗଣେଶ ଡଙ୍ଗା ମାଛ ଧରିବାକୁ ଯାଇଥିବା ବେଳେ ଏକ ବିରାଟ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା । ଏହି ମାଛର ଓଜନ ପ୍ରାୟ 300 ରୁ 400 କିଲୋଗ୍ରାମ ହୋଇଥିବା ବେଲେ ମାଛର ଲମ୍ବ ପ୍ରାୟ 2 ମିଟର । ଯାହାକୁ ଉଠାଇବା ପାଇଁ କ୍ରେନର ସାହାଯ୍ୟ ନେବାକୁ ପଡ଼ିଥିଲା ।

ଜାଲରେ ପଡ଼ିଲା 4 କ୍ୱିଂଟାଲ ଓଜନର ‘ରେ’ ମାଛ

ପ୍ରାୟତଃ ମତ୍ସ୍ୟଜୀବୀମାନେ 50 ରୁ 100 କିଲୋଗ୍ରାମ ଓଜନର ମାଛକୁ ଜାଲରେ ଧରିଥାନ୍ତି । କ୍ୟୁଚିତ ଏତେ ବଡ ମାଛ ଜାଲରେ ପଡ଼େ | ତେବେ ଏହି ମାଛ ତାର ଆକାର ନେବା ପରେ ଏହାର ଓଜୋନ ପ୍ରାୟ ଚାରି ହଜାର ପାଉଣ୍ଡ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.