ETV Bharat / bharat

ବନ୍ଧୁକ ଧରି ଯୁବକଙ୍କ ଖୁଲମଖୁଲ୍ଲା ଡାନ୍ସ , ଭିଡିଓ ଭାଇରାଲ - ମୁଜଫରପୁର ନ୍ୟୁଜ

ଏକ ବିବାହ ସମାରୋହରେ ହାତରେ ବନ୍ଧୁକ ଧରି ଯୁବକମାନଙ୍କ ଡାନ୍ସ । ଏପରି ଏକ ବିହାରର ଭିଡିଓ ସାମ୍ନାକୁ ଆସିଛି ।

viral video
viral video
author img

By

Published : Dec 1, 2019, 7:05 AM IST

ପାଟନା: ଏକ ବିବାହ ସମାରୋହରେ କିଛି ଯୁବକ ହାତରେ ପିସ୍ତଲ ଧରି ନାଚୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେହି ଭିଡିଓଟି ହେଲା ବିହାରର ମୁଜଫରପୁରର ।

ସୂଚନାମୁତାବକ, ଏହି ମାମଲା ମୁଜଫରପୁରର ଅହିୟାପୁରର । 28 ନଭେମ୍ବରରେ ଏକ ବିବାହ ସମାରୋହର ଦୃଶ୍ୟ । ଏହି ଭିଡିଓରେ 4ରୁ5ଜଣ ଯୁବକ ହାତରେ ପିସ୍ତଲ ଧରି ଖୋଲାଖୋଲି ଭାବେ ଏକ ବଲିଉଡ ଗୀତରେ ନାଚୁଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲମିଡିଆ@ani

ତେବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ଡିଏସପି ରାମ ନରେଶ ପାଶଓ୍ବାନ କହିଛନ୍ତି ଯେ, ଆମେ ମାନେ ଏହି ଭିଡିଓ ପ୍ରଥମେ ଦେଖିବୁ । ଏହାପରେ ଏହାର ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

Intro:Body:

ANCHOR : ଧାମରା ଅବଦୁଲ କଲାମ୍ ଦ୍ଵିପ ର 4 ନମ୍ବର ଲଂଚ ପ୍ୟାଡ ରୁ ଆନ୍ତ ମହାଦେଶିୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନୀ 3 ର ଆଜି ସନ୍ଧ୍ୟା ପରୀକ୍ଷଣ 7.17 ରେ କରାଯାଇଛି। ଅଜି ପ୍ରଥମ ଥର ପାଇଁ ସନ୍ଧ୍ଯା କାଳୀନ ପରୀକ୍ଷା କରାଯାଇଛି। ଏହି କ୍ଷେପଣାସ୍ତ୍ର 1 ହଜାର 500 କେଜି ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି 3 ହଜାର ରୁ 3 ହଜାର 500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂ ପୃଷ୍ଠ ରୁ ଭୁ ପୃଷ୍ଠ କୁ ନିକ୍ଷେପ କରା ଯାଇପାରିବ। ରେଳପଥରୁ ମଧ୍ଯ ଏହା ନିକ୍ଷେପ କରାଯାଇପାରିବ। Body:ପରୀକ୍ଷା ବେଳେ ଷ୍ଟ୍ରାଟେଯିକ କମଣ୍ଡୋ ଫୋର୍ସ ଡିଆର୍ଡ଼ିଓ ର ଅଧିକାରୀ ମାନେ ଉପସ୍ଥିତ ଥିବା ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ର 21 ମିଟର ଲମ୍ବ , 2 ମିଟର ବ୍ୟାସ ଓ 50 ଟନ ଓଜର ରହିଥିବା ବେଳେ ଏଥିରେ ଦୁଇ ପର୍ଯ୍ୟାୟ ଇନ୍ଧନ ବ୍ୟବସ୍ଥା ରହିଛି ।Conclusion:

SAVE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.