ETV Bharat / bharat

ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ - bsf personnel is on high alert

ପୁଣି ଥରେ ଭାରତ ବାୟୁ ସୀମା ଉଲ୍ଲଙ୍ଘନ ଉଦ୍ୟମ କରିିଛି ପାକିସ୍ତାନୀ ଡ୍ରୋନ । 5 ଥର ଉଡିବା ପରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା । ଯାହାକୁ ନେଇ ସର୍ଚ୍ଚ ଅପରେସନ ଚଳାଇଛି ବିଏସଏଫ ଯବାନ ।

ସୀମା ଉଲ୍ଳଙ୍ଘନ କଲା ପାକିସ୍ତାନୀ ଡ୍ରୋନ
author img

By

Published : Oct 8, 2019, 3:52 PM IST

ନୂଆଦିଲ୍ଲୀ: ପୁଣି ଥରେ ଭାରତର ବାୟୁ ସୀମା ଉଲ୍ଲଙ୍ଘନ ଉଦ୍ୟମ କରିଛି ପାକିସ୍ତାନ । ପଞ୍ଜାବ ଫିରୋଜପୁର ହୁସୋନିୱାଲା ସୀମାନ୍ତ ଉପରେ ଭାରତ-ସୀମା ଚେକ ପୋଷ୍ଟ ଏଚକେ ଟାୱାର ଉପରେ ପାକିସ୍ତାନୀ ଡ୍ରୋନ ଉଡାଯାଇଥିବା ନେଇ ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ । ପଞ୍ଚମ ଥର ଉଡିବା ପରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା ।

ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ
ଫଟୋ ସୌଜନ୍ୟ: ଏଏନଆଇ

ସୋମବାର ରାତି 10ଟାରୁ 10.40 ମଧ୍ୟରେ ସୀମା ଉପରେ ପାକିସ୍ତାନୀ ଡ୍ରୋନ ଉଡୁଥିବାର ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । କିନ୍ତୁ 12.25 ସମୟରେ ଭାରତୀୟ ସୀମା ପାର କରିଥିଲା ଡ୍ରୋନ । ଯାହା ପରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ଏହି ଘଟଣା ପରେ ଆଜି ସକାଳୁ ବିଏସଏଫ ଯାବାନ ଓ ପଞ୍ଜାବ ପୋଲିସଙ୍କ ସହିତ ଅନ୍ୟ ସୁରକ୍ଷା ଏଜେନ୍ସି ମିଶି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଡ୍ରୋନ ମାଧ୍ୟମରେ ଭାରତ ସେନାରେ କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ନିଶା ଦ୍ରବ୍ୟ ପକାଯାଇଥିବା ଆଶଙ୍କାରେ ଛାନ ଭିନ କରାଯାଉଛି ।

ଏହି ଘଟଣା ପୂର୍ବରୁ ଚଳିତ ମାସରେ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପକାଯିବାର କିଛି ଦିନ ପରେ ଅଟାରୀ ବୋର୍ଡ ନିକଟ ଏକ ଗାଁରୁ ଆଉ ଏକ ଡ୍ରୋନ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.