ETV Bharat / bharat

ସ୍ତ୍ରୀ ଘରେ ନଥିବା ବେଳେ ସ୍ବାମୀ କଲେ ଆତ୍ମହତ୍ୟା

ସ୍ତ୍ରୀ ଘରେ ନଥିବା ବେଳେ ସ୍ବାମୀ କଲେ ଆତ୍ମହତ୍ୟା । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ....

doctor suicide
ଡାକ୍ତରଙ୍କ ଆତ୍ମହତ୍ୟା
author img

By

Published : Mar 10, 2020, 9:27 AM IST

ହାଇଦ୍ରାବାଦ : ସ୍ତ୍ରୀ ଘରେ ନଥିବା ବେଳେ ସ୍ବାମୀ କଲେ ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ହାଇଦ୍ରାବାଦରେ । ମୃତକ ପେଶାରେ ଜଣେ ଡାକ୍ତର ଓ ଘରୋଇ ହସପିଟାଲର ନିର୍ଦ୍ଦେଶକ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥବା ଜଣାପଡିଛି । ସୂଚନା ଅନୁସାରେ, ଡାକ୍ତରଙ୍କ ପତ୍ନୀ ରବିବାର ରାତିରୁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ହେଲେ ସୋମବାର ଦିନ ସ୍ବାମୀ ଫୋନ ନ ଉଠାଇବାରୁ ପତ୍ନୀଙ୍କ ସନ୍ଦେହ ହୋଇଥିଲା ।

doctor suicide
ଡାକ୍ତରଙ୍କ ଆତ୍ମହତ୍ୟା

ପତ୍ନୀ ଘରେ ଆସି ପହଞ୍ଚି ଦେଖିଥିଲେ ଯେ,ସ୍ବାମୀ ଆତ୍ମହତ୍ୟା କରିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଘଟଣାସ୍ଥଳରୁ କୌଣସି ସୁଇସାଇଡାଲ ନୋଟ ଜବତ କରାଯାଇନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ,ପୋଲିସ କହିଛି ଏହା ହେଉଛି ହାଉଦ୍ରାବାଦର ଦ୍ବିତୀୟ ଘଟଣା । ଫେବୃଆରୀ 4ରେ ଅନ୍ୟଜଣେ 40 ବର୍ଷିୟ ଡାକ୍ତର ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.