ETV Bharat / bharat

ସଚିବାଳୟର 83 ଅଧିକାରୀ କୋରୋନା ଆକ୍ରାନ୍ତ - ସଚିବାଳୟର 83 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ

ସଂସଦର ମୌସୁମୀ ଅଧିବେଶନ ସମୟରେ ସଚିବାଳୟର 83 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ ଥିବା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି ।

ସଚିବାଳୟର 83 ଜଣ ଅଧିକାରୀ  କୋରୋନା ଆକ୍ରାନ୍ତ
ସଚିବାଳୟର 83 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ
author img

By

Published : Sep 25, 2020, 4:37 PM IST

ନୂଆଦିଲ୍ଲୀ: ସଚିବାଳୟର 83 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ । ସଂସଦର ମୌସୁମୀ ଅଧିବେଶନ ସମୟରେ ସଚିବାଳୟର 83 ଜଣ ଅଧିକାରୀ କୋରୋନା ଆକ୍ରାନ୍ତ ଥିବା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି ।

ଯେଉଁ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଭେଙ୍କେୟା ନାଇଡୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂସଦ ଉଭୟ ଗୃହର ବହୁ ସାଂସଦ, ମନ୍ତ୍ରୀ କୋରୋନା ଆକ୍ରାନ୍ତ ହେବାପରେ ଅକ୍ଟୋବର 1ରେ ଶେଷ ହେବାକୁ ଥିବା ମୌସୁମୀ ଅଧିବେଶନ ଆଠ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି।

କୋରୋନା ପ୍ରୋଟୋକଲ ଅନୁଯାୟୀ ସଂସଦର ମୈସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ସଂସଦରେ ମନ୍ତ୍ରୀ ଏବଂ ସାଂସଦମାନେ ସାମାଜିକ ଦୂରତା ବଜାୟ ରଖିଥିଲେ । ଏହାସତ୍ତ୍ବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରିଙ୍କ ସମେତ 30ରୁ ଉର୍ଦ୍ଧ୍ବ ସାଂସଦ କୋରୋନା ସଂକ୍ରମିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.