ETV Bharat / bharat

ନାସିକରୁ ପ୍ରଥମ ସ୍ବତନ୍ତ୍ର ଟ୍ରେନରେ ଲକ୍ଷ୍ନୌରେ ପହଞ୍ଚିଲେ 800ରୁ ଉର୍ଦ୍ଧ୍ବ ଶ୍ରମିକ - corona effect

ସ୍ୱତନ୍ତ୍ର ଟ୍ରେନ୍ ଶନିବାର ସକାଳେ ନାସିକରୁ ଆରମ୍ଭ ହୋଇ ଝାନ୍ସୀ ଏବଂ କାନପୁର ଦେଇ ରବିବାର ଲକ୍ଷ୍ନୌରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନାସିକରୁ ପ୍ରଥମ ସ୍ବତନ୍ତ୍ର ଟ୍ରେନରେ ଲକ୍ଷ୍ନୌରେ ପହଞ୍ଚିଲେ 800ରୁ ଉର୍ଦ୍ଧ୍ବ ଶ୍ରମିକ

author img

By

Published : May 3, 2020, 1:42 PM IST

ଲକ୍ଷ୍ନୌ: ରବିବାର ସକାଳେ ମହାରାଷ୍ଟ୍ରର ନାସିକରୁ ଏକ ସ୍ୱତନ୍ତ୍ର ଟ୍ରେନରେ ବାହାରିଥିବା ଉତ୍ତରପ୍ରଦେଶର 800ରୁ ଅଧିକ ଶ୍ରମିକ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇବା ପାଇଁ ଅନେକ ଟ୍ରେନ୍ ଚାଲିବା ଆରମ୍ଭ ହୋଇଛି।

ଏହା ହେଉଛି ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ଯାହାକି ପ୍ରବାସୀ ଶ୍ରମିକଙ୍କ ସହ ଉତ୍ତରପ୍ରଦେଶରେ ପହଞ୍ଚିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଶନିବାର ସକାଳେ ନାସିକରୁ ଆରମ୍ଭ ହୋଇ ଝାନ୍ସୀ ଏବଂ କାନପୁର ଦେଇ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଛି ।

କୋଭିଡ-19 କାରଣରୁ ମାର୍ଚ୍ଚ 25 ତାରିଖରୁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବା ପାଇଁ ଶ୍ରମ ଦିବସରେ "ଶ୍ରମିକ ସ୍ୱତନ୍ତ୍ର" ଟ୍ରେନ୍ ଚଲାଇବା ନେଇ ରେଳବାଇ ପକ୍ଷରୁ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.