ETV Bharat / bharat

ମୁମ୍ବାଇରେ 77 ନୂଆ କୋରୋନା ପଜିଟିଭ ଚିହ୍ନଟ, 5 ମୃତ - ମୁମ୍ବାଇରେ 77 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଶୁକ୍ରବାର ମୁମ୍ବାଇରେ 77 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ 5 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମାୟାନଗରୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2120ରେ ପହଞ୍ଚିଛି । ଆଉ ମୃତକଙ୍କ ସଂଖ୍ୟା 121 ଛୁଇଁଛି ।

77 new COVID19 positive cases, 5 deaths reported in Mumbai today
ମୁମ୍ବାଇରେ 77 ନୂଆ କୋରୋନା ପଜିଟିଭ ଚିହ୍ନଟ, 5 ମୃତ
author img

By

Published : Apr 17, 2020, 9:31 PM IST

ମହାରାଷ୍ଟ୍ର: ଦିନକୁ ଦିନ ମୁମ୍ବାଇରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର 77 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ 5 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମାୟାନଗରୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2120ରେ ପହଞ୍ଚିଛି । ଆଉ ମୃତକଙ୍କ ସଂଖ୍ୟା 121 ଛୁଇଁଥିବା ନେଇ ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର ପାର କରିଥିବା ବେଳେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଓ ରାଜସ୍ଥାନରେ ଚିହ୍ନଟ ହୋଇଛନ୍ତି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.