ETV Bharat / bharat

ଗୁମଲାରେ ମାଓ ଅପରେସନ, 7 ଆଇଡି ବୋମା ଉଦ୍ଧାର

author img

By

Published : Aug 31, 2020, 12:03 AM IST

ପାଲକୋଟ ପୋଲିସ ଷ୍ଟେସନ ଅଞ୍ଚଳର ବିଲିଙ୍ଗବିରା ଗ୍ରାମ ନିକଟ ଧୋତିଘାଟ ଜଙ୍ଗଲରେ ନକ୍ସଲମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ ବେଳେ ଗୁମଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ ନକ୍ସଲମାନେ ଖଞ୍ଜିଥିବା ସାତଟି ଆଇଡି ବୋମା ପୋଲିସ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ଗୁମଲାରେ ମାଓ ଅପରେସନ, ସାତ ଆଇଡି ବୋମା ଉଦ୍ଧାର

ଗୁମଲା: ପାଲକୋଟ ପୋଲିସ ଷ୍ଟେସନ ଅଞ୍ଚଳର ବିଲିଙ୍ଗବିରା ଗ୍ରାମ ନିକଟ ଧୋତିଘାଟ ଜଙ୍ଗଲରେ ନକ୍ସଲମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ ବେଳେ ଗୁମଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ ନକ୍ସଲମାନେ ଖଞ୍ଜିଥିବା ସାତଟି ଆଇଡି ବୋମା ପୋଲିସ ଉଦ୍ଧାର କରିଛି ।

ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ନକ୍ସଲମାନେ ଜଙ୍ଗଲରେ ସାତଟି ବୋମା ଲଗାଇଥିଲେ । ଅପରେସନ ସମୟରେ ଧୋତିଘାଟ ଜଙ୍ଗଲରେ ଏକ ବୈଦୁତିକ ତାର ଦେଖି ପୋଲିସ ଏହାକୁ ଉଦ୍ଧାର କରିଥିଲା ।

ଜିଲ୍ଲାର ଏସପି ହରିଦୀପ ପି ଜନାର୍ଦ୍ଦନ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ସମୟରେ ପୋଲିସ ଏହି ସଫଳତା ପାଇଛି। ନକ୍ସଲମାନେ ଏହାକୁ ଖଞ୍ଜିଥିଲା । ଉଦ୍ଧାର ପରେ ସମସ୍ତ ସାତୋଟି ବୋମାକୁ ନିଷ୍କ୍ରିୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.