ETV Bharat / bharat

ତାମିଲନାଡୁରେ ପ୍ରବଳ ବର୍ଷା: 7ଟି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ

author img

By

Published : Nov 30, 2019, 12:08 PM IST

ତାମିଲନାଡୁରେ ପ୍ରବଳ ବର୍ଷା ହେତୁ ଶନିବାର ରାଜ୍ୟର 7ଟି ଜିଲ୍ଲାର ସମସ୍ତ ସ୍କୁଲ ଓ  କଲେଜ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

rain
ଫଟୋ ସୌଜନ୍ୟ:ଇଟିଭି ଭାରତ

ଚେନ୍ନାଇ: 7 ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ । ତାମିଲନାଡୁରେ ପ୍ରବଳ ବର୍ଷା ହେତୁ ଶନିବାର ରାଜ୍ୟର 7ଟି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ଗତ ଶୁକ୍ରବାର ଠାରୁ ତାମିଲନାଡୁରେ ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଶନିବାର ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ତାମଲନାଡୁ ସରକାର ଶନିବାର ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟୁ, ତ୍ରୀଚି, ନାଗାପାଟିନମ୍, ଆରିୟାଲୁର, ପୁଦୁକୋଟଇ ଏବଂ ତୀରୁବୁରୁର ଆଦି ଜିଲ୍ଲା ଗୁଡିକରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

Tamil Nadu: 7 district to remain closed today owing to continuous rainfall

 All schools in Chennai & Chengalpattu, Trichy and Nagapattinam , Ariyalur and Pudukkottai and Thiruvarur & in Puducherry state ( Karaikal  ) also closed today in view of the heavy rains predictions.

Schools in this 7 district to remain closed today owing to continuous rainfall- District Collector .

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.