ETV Bharat / bharat

ନାଇଜେରିଆରେ ଗୁଳିକାଣ୍ଡ: 65 ମୃତ, 10 ଗୁରୁତର - boko haram

ଗତ ଶନିବାର ସ୍ଥାନୀୟ ଆତଙ୍କବାଦୀ ସଂଗଠନ ବୋକ ହାରାମ ପୂର୍ବ ନାଇଜେରିଆରେ  65 ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଏଥିରେ 10 ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jul 29, 2019, 2:42 PM IST

ଆବୁଜା: ସାମଜରେ ଆତଙ୍କରାଜ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ପ୍ରତିଦିନ କେଉଁଠିନା କେଉଁଠି କିଏ ହତ୍ୟାର ଶିକାର ହେଉଛି । ସେହିଭଳି ଏକ କରାଳ ଦୃଶ୍ୟ ପୂର୍ବ ନାଇଜେରିଆରେ ଦେଖିବାକୁ ମିଳିଛି । ଗତ ଶନିବାର ସ୍ଥାନୀୟ ଆତଙ୍କବାଦୀ ସଂଗଠନ ବୋକ ହରାମ ପୂର୍ବ ନାଇଜେରିଆରେ 65 ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଥିବାବେଳେ ଏଥିରେ 10 ଜଣ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ସରକାର ଚେୟାରମ୍ୟାନ ମହମ୍ମଦ ବୁଲାମା ଅଲଜଜିରାକୁ ସୂଚନା ଦେଇଛି ।

ମହମ୍ମଦ ବୁଲାମା ରିପୋର୍ଟ ଅନୁଯାୟୀ, ଗତ ଦୁଇ ସପ୍ତାହ ତଳେ ବୋକ ହରାମର 11 ଜଣ ଆତଙ୍କବାଦୀ ସ୍ଥାନୀୟ ଗ୍ରାମରେ ଲୁଚି ରହିଥିଲା । ଏହି ସମୟରେ ସେମାନେ ଗତ ଶନିବାର ଘଟାଇଥିବା ହତ୍ୟାକାଣ୍ଡର ଯୋଜନା କରିଥିଲେ ।

ତେବେ ଏହି ଘଟଣାକୁ ନେଇ ନାଇଜେରିଆ ରାଷ୍ଟ୍ରପତି ମୁହମ୍ମୁଦ ବୁହାରୀ କଡା ନିନ୍ଦା କରିଥିବାବେଳେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବାୟୁ ସେନା ଏବଂ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.