ETV Bharat / bharat

ରାଜସ୍ଥାନରେ ଅଟକିଛନ୍ତି 60 ଛାତ୍ରଛାତ୍ରୀ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

author img

By

Published : Mar 26, 2020, 11:12 AM IST

Updated : Mar 26, 2020, 11:19 AM IST

ରାଜସ୍ଥାନର ଜୟପୁରରେ ଫସି ରହିଛନ୍ତି ପ୍ରାୟ 60 ଜଣ ଓଡିଆ ଛାତ୍ରଛାତ୍ରୀ। ଜୟପୁରର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପରୀକ୍ଷା ଦେବାକୁ ଯାଇ ସେଠାରେ ଫସି ରହିଛନ୍ତି। ଫଳରେ ଘରକୁ ଫେରିବାକୁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

corona
ରାଜସ୍ଥାନରେ ଅଟକିଛନ୍ତି 60 ଛାତ୍ରଛାତ୍ରୀ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ବର: ରାଜସ୍ଥାନର ଜୟପୁରରେ ଫସି ରହିଛନ୍ତି ପ୍ରାୟ 60 ଜଣ ଓଡିଆ ଛାତ୍ରଛାତ୍ରୀ। ଜୟପୁରର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପରୀକ୍ଷା ଦେବାକୁ ଯାଇ ସେଠାରେ ଫସି ରହିଛନ୍ତି। ଫଳରେ ଘରକୁ ଫେରିବାକୁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଯାଇଥିବାବେଳେ କୋରୋନା ପାଇଁ ହଠାତ୍‌ ଲକ୍‌ଡାଉନ୍‌ ପରେ ସେମାନେ ଘରକୁ ଫେରି ପାରିନଥିଲେ। ତେବେ ସଂସ୍ଥା ପଷରୁ ଦିଆଯାଇଥିବା ହଷ୍ଟେଲରେ ସେମାନେ ରହୁଥିବାବେଳେ ଲାକ୍‌ଡାଉନ୍‌ ପାଇଁ ଖାଇବା ସାମଗ୍ରୀ ବାହାରୁ ଆଣି ପାରୁନାହାନ୍ତି ।

ସେମାନେ ଓଡିଶାର ପୁରୀ, ଜଗତସିଂହପୁର, କେଉଁଝର, ବରଗଡ ଆଦି ଜିଲ୍ଲାର ହୋଇଥିବା ଜଣାପଡିଛନ୍ତି । ସେଠାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ନିଜ ଘରକୁ ଫେରିବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ଆସନ୍ତାମାସ ସେମାନଙ୍କ ପରୀକ୍ଷା ଥିବାବେଳେ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ବାହାରି ନ ପାରି ଜୟପୁରରେ ଫସି ରହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 26, 2020, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.