ETV Bharat / bharat

ଟ୍ରିପଲ ତଲାକ ପୀଡିତାଙ୍କୁ ଆଶ୍ବସ୍ତି, ବର୍ଷକୁ ମିଳିବ 6ହଜାର - ଟ୍ରିପଲ ତଲାକ ପୀଡିତାଙ୍କୁ ଆଶ୍ବସ୍ତି

ଯୋଗୀ ସରକାରଙ୍କ ଯୋଜନାରେ ଆଶ୍ବସ୍ତି ହେବେ ଟ୍ରିପଲ ତଲାକ ପୀଡିତା । ପ୍ରତିବର୍ଷ ମିଳିବ 6 ହଜାର ଟଙ୍କା । ଅଧିକ ପଢନ୍ତୁ...

triple talq
ଟ୍ରିପଲ ତଲାକ ପୀଡିତାଙ୍କୁ ଆଶ୍ବସ୍ତି
author img

By

Published : Dec 28, 2019, 6:11 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଟ୍ରିପଲ ତଲାକ ପୀଡିତାଙ୍କୁ ପ୍ରତିବର୍ଷ ମିଳିବ 6 ହଜାର ଟଙ୍କା । ୟୁପିରେ ଏପରି 5 ହଜାର ତଲାକ ପୀଡିତା ବାସ କରୁଛନ୍ତି । ଆଉ ସେମାନଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିବାନେଇ ଏଭଳି ଯୋଜନା କରିଛନ୍ତି ୟୁପି ସରକାର ।

ନୂତନ ବର୍ଷର ଆରମ୍ଭରେ ଏହି ଯୋଜନାକୁ ଲଞ୍ଚ କରାଯିବ । ଏନେଇ ଖୁବଶିଘ୍ର ୟୁପି କ୍ୟାବିନେଟରେ ଏହି ଯୋଜନାକୁ ମଞ୍ଜୁରୀ ମିଳିବ । ଏହି ଯୋଜନା ଆଧାରରେ ଅନ୍ୟ ଧର୍ମର ଛାଡପତ୍ର ଦିଆଯାଇଥିବା ମହିଳା ମାନେ ମଧ୍ୟ ଉପକୃତ ହେବେ । ଆଡିସନାଲ ଚିଫ ସେକ୍ରେଟାରୀ ଅବନୀଶ ଅବସ୍ଥୀଙ୍କ କହିବାନୁଯାୟୀ, ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଟ୍ରିପଲ ତଲାକ ଆଇନ ଆଣିବା ପରେ ହିଁ ଏହି ଯୋଜନା ଲାଗୁ କରିବା ନେଇ ଶପଥ ନେଇଥିଲେ । ଯାହା ଆଜି ପୁରା କରିଛନ୍ତି ସରକାର ।

ସଚିବଙ୍କ କହିବାନୁଯାୟୀ, ଏହି ଯୋଜନାର ଲାଭ ଉଠାଇବା ପାଇଁ ପୀଡିତାଙ୍କୁ କୌଣସି ପ୍ରକାର ଦସ୍ତାବିଜ ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ । କେବଳ ଏଫଆଇଆର କପି ଓ କୋର୍ଟରେ ଚାଲୁଥିବା ମୁକଦ୍ଦମା ପେପର ହିଁ ଯଥେଷ୍ଟ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.