ETV Bharat / bharat

ପୂର୍ବଜଙ୍କ ପିଣ୍ଡଦାନ କଲେ ପରଦେଶୀ

author img

By

Published : Sep 27, 2019, 1:30 PM IST

ହିନ୍ଦୁ ଧର୍ମରେ ପିତୃପକ୍ଷର ଅନେକ ମହତ୍ବ ରଖୁଛି । ବିଶ୍ବାସ କରାଯାଏ, ପୂର୍ବପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ଏହାକୁ ବିଶ୍ବାସ କରି କିଛି ବିଦେଶିନୀ ମଧ୍ୟ ନିଜ ପିତୃପୁରୁଷଙ୍କ ପିଣ୍ଡଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏଆଇ

ପାଟଣା: ଚାଲିଛି ପିତୃପକ୍ଷ । ନିଜ ନିଜ ପିତୃପୁରୁଷଙ୍କ ପିଣ୍ଡଦାନ କରୁଛନ୍ତି ହିନ୍ଦୁ ସମ୍ପ୍ରଦାୟ । ହେଲେ ଆଜି କେବଳ ହିନ୍ଦୁ ନୁହଁନ୍ତି, ବରଂ କିଛି ବିଦେଶିନୀ ବି ନିଜ ପିତୃପୁରୁଷଙ୍କ ପିଣ୍ଡଦାନ କରିଛନ୍ତି । ସମସ୍ତ ରୀତିନୀତି ଅନୁସାରେ ବିହାରର ବିଷ୍ଣୁପଦ ମନ୍ଦିରରେ ପୂର୍ବଜଙ୍କ ପିଣ୍ଡଦାନ କରିଛନ୍ତି ।

ହିନ୍ଦୁ ଧର୍ମର ଅନେକ ମହତ୍ବାଂକ୍ଷ ରଖୁଥିବା ଏହି ପର୍ବକୁ ସମ୍ମାନରେ ପାଳନ କରିଛନ୍ତି କିଛି ବିଦେଶିନୀ । ନିଜ ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ମୋକ୍ଷ ଲାଭ କରୁଥିବା ପ୍ରତିଟି ହିନ୍ଦୁଙ୍କ ସାମିଲ ହୋଇଥିଲେ 6 ରୁଷିଆ ମହିଳାମାନେ । ସନାତନ ଧର୍ମ ଅନୁସାରେ, ଫାଲଗୁ ନଦୀରେ ଏମାନେ 'ପିଣ୍ଡ ଦାନ' କରିଛନ୍ତି । ରୁଷିଆର ବିଭିନ୍ନ ଧର୍ମରୁ ଆସିଥିବା ଏହି ମହିଳାମାନଙ୍କୁ ସାହାଯ୍ୟ କରିଥିଲେ ଲୋକନାଥ ଗୌର ।

ଲୋକନାଥଙ୍କ କହିବାନୁଯାୟୀ, ଏହି ମହିଳାମାନେ ପୁରା ଶ୍ରଦ୍ଧା ସହ ଏହି ପର୍ବକୁ ପାଳନ କରିଛନ୍ତି । ଏପରିକି ବିଶ୍ବାସ ରଖନ୍ତି, ନିଶ୍ଚୟ ସେମାନଙ୍କ ପୂର୍ବ ପୁରୁଷଙ୍କୁ ମୋକ୍ଷ ମିଳିବ । ସେପଟେ, ଜଣେ ବିଦେଶିନୀ କୁହନ୍ତି, ଭାରତ ଧର୍ମ ଓ ଆଧ୍ୟାତ୍ମକର ଭୂମି । ମୁଁ ଏ ମାଟିକୁ ଆସି ଆତ୍ମତୃପ୍ତି ପାଇପାରିଛି ।

Intro:no need

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.