ETV Bharat / bharat

ରାଜସ୍ଥାନରେ 57 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 520

author img

By

Published : Apr 10, 2020, 3:36 PM IST

ଶୁକ୍ରବାର ରାଜସ୍ଥାନରେ 57 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona upadate
ରାଜସ୍ଥାନରେ 57 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 520

ଜୟପୁର: ରାଜସ୍ଥାନରେ 57 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଶୁକ୍ରବାର ରାଜସ୍ଥାନରେ 57 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ତେବେ ଚିହ୍ନଟ ହୋଇଥିବା 57 ଆକ୍ରାନ୍ତଙ୍କ ମଧ୍ୟରେ 15ଜଣ ଜୟପୁର, 12 ଜଣ ବନଶ୍ବାରାର ଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 520ରେ ପହଞ୍ଚିଛି ।

ପ୍ରକାଶ ଥାଉକି, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 6412ରେ ପହଞ୍ଚିଛି । ଯେଉଁଥିରେ 5709 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 504 ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି । ଏହାଛଡା ବର୍ତ୍ତମାନ ସୁଦ୍ଧା ଭାରତରେ 199 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.