ETV Bharat / bharat

ଚାଞ୍ଚଲ୍ୟ: ପୋଖରୀ କୂଳରୁ ମାଆ ସହ 4 ଝିଅଙ୍କ ମୃତଦେହ ଉଦ୍ଧାର

ମହାରାଷ୍ଟ୍ର ମାଲେଗାଁଓ ମେହକର ତାଲୁକାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପୋଖରୀ କୂଳରୁ ଏକାଥରେ ଗୋଟିଏ ପରିବାରର 5 ଜଣଙ୍କ ମୃତଦେହ ମିଳିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

author img

By

Published : Sep 23, 2019, 11:00 AM IST

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଁଓ ମେହକର ତାଲୁକାରେ ଚାଞ୍ଚଲ୍ୟ । ପୋଖରୀ କୂଳରୁ ଏକାଥରେ ଗୋଟିଏ ପରିବାରର 5 ଜଣଙ୍କ ମୃତଦେହ ମିଳିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ପାଞ୍ଚ ଜଣ ହେଲେ 4 ଝିଅ ସହ ମାଆ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ସୂଚନା ଅନୁସାରେ, ଏହି 5 ଜଣ ମୃତକ ହେଲେ ମାଆ ଉଜ୍ଜ୍ବଳା ଧୋକେ, ଝିଅ ବୈଷ୍ଣବୀ ଧୋକେ, ଦୁର୍ଗା ଧୋକେ, ଆରୁଷି ଧୋକେ ଓ ପଲ୍ଲବୀ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ କେମିତି ଏକାସଙ୍ଗେ 5 ଜଣଙ୍କ ମୃତଦେହ ଏଠାକୁ ଆସିଲା, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

Intro:Body:

Maharashtra: Bodies of a woman and her 4 daughters found floating in a well in Buldhana's Malegaon, today; police investigation underway

*बुलडाणा बेर्किंग:-*

मेहकर तालुक्यातील माळेगाव येथील घटना, एकाच कुटुंबातील 5 मृतदेह आढळले ची माहिती , आईसह 4 मुलींचा मृतदेह विहिरीत आढळले, मृतांमध्ये उज्वला ढोके, आई-  वय - 35 वर्ष, मुलगी वैष्णवी ढोके, 9 वर्ष, दुर्गा ढोके 7 वर्ष, आरुषी ढोके 4 वर्ष , पल्लवी धोके 1 वर्ष यांचा समावेश आहे, परिसरात खळबळ उडाली , आत्महत्या की हत्या याचा अद्यापही उलगडा नाही ...प्राथमिक माहिती आहे

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.