ETV Bharat / bharat

ବର୍ଜ୍ୟବସ୍ତୁରୁ ସୋପିସ କରି ସଚେତନ ବାର୍ତ୍ତା ବାଣ୍ଟିଲେ ଚିତ୍ରଶିଳ୍ପୀ - glass bottle

ପେଶାରେ ଚିତ୍ରଶିଳ୍ପୀ । ନିଶା ଲୋକଙ୍କୁ ସଚେତନ କରିବା । ସେନେଇ 5 ଦିନିଆ କ୍ୟାମ୍ପର ଆୟୋଜନ କରିଛନ୍ତି କର୍ଣ୍ଣାଟକର ମେଘା ମେଣ୍ଡନ। କାଚ ବୋତଲ ନଫିଙ୍ଗିବା ପାଇଁ  କରିଛନ୍ତି ଅନୁରୋଧ । ଏହାର ପୁନଃ ବ୍ୟବହାର ପାଇଁ ଲୋକଙ୍କୁ ଶିଖାଉଛନ୍ତି ମେଘା ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 28, 2019, 2:31 PM IST

ବେଙ୍ଗାଲୁରୁ: ନିଆରା ଉପାୟରେ ସମୁଦ୍ର କୂଳରେ ଲୋକଙ୍କୁ ସଚେତନ କରୁଛନ୍ତି କର୍ଣ୍ଣାଟକର ମେଘା ମେଣ୍ଡନ । ସମୁଦ୍ର କୂଳରେ କାଚ ବୋତଲ ନଫିଙ୍ଗିବା ପାଇଁ କରିଛନ୍ତି ଅନୁରୋଧ ।

ମେଘା ପେଶାରେ ଜଣେ ଚିତ୍ରଶିଳ୍ପୀ । ବର୍ଜ୍ୟବସ୍ତୁ ବା ଅଦରକାରୀ ଜିନିଷକୁ ପୁନଃ ବ୍ୟବହାର କରି ସେ ତିଆରି କରନ୍ତି ବିଭିନ୍ନ ସୋ ପିସ । ଆଜିକାଲିର ଯୁବପିଢି ସମୁଦ୍ରକୂଳ ଓ ରାସ୍ତା କଡକୁ ନିଜର ଆଡ୍ଡା ସ୍ଥଳ ବନେଇ ଦେଲେଣି । ମଦ୍ୟପାନ କରି ସମୁଦ୍ର ବାଲିରେ ହିଁ ବୋତଲ ଫିଙ୍ଗି ଚାଲିଯାଉଛନ୍ତି । ଆଉ ପରବର୍ତ୍ତୀ ମୂହୂର୍ତ୍ତରେ ଏହି କାଚଖଣ୍ଡ ଲୋକଙ୍କ ସହ ପଶୁପକ୍ଷୀଙ୍କର ମଧ୍ୟ କ୍ଷତି ଘଟାଉଛି ।

ତେଣୁ କାଚ ବୋତଲ ସମୁଦ୍ର କୂଳରେ ନପକାଇ ସାଥିରେ ଘରକୁ ନେଇ ଆପଣ ବ୍ୟବହାର ମଧ୍ୟ କରିପାରିବେ ବୋଲି ମେଘା କହିଛନ୍ତି । କର୍ଣ୍ଣାଟକରେ ସେ ଏନେଇ ଏକ ପାଞ୍ଚ ଦିନିଆ କ୍ୟାମ୍ପ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 200 କାଚ ବୋତଲ ସମୁଦ୍ରକୂଳ ଏବଂ ରାସ୍ତାକଡରୁ ସଂଗ୍ରହ କରି ତାଙ୍କ ରଙ୍ଗତୂଳୀରେ ନୂଆ ରୂପ ଦେଇସାରିଲେଣି । ଲୋକଙ୍କୁ ସଚେତନ କରିବା ସହ ଆଜିର ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଛନ୍ତି ମେଘା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.