ETV Bharat / bharat

ସୁସ୍ଥ ହୋଇ ଘରକୁ ଫେରିଲେ 5 କୋରୋନା ଆକ୍ରାନ୍ତ - corona patients recovered

ସୁସ୍ଥ ହେଲେ କୋରୋନା ଆକ୍ରାନ୍ତ । କେରଳରେ କୋରୋନାରେ ଆକ୍ରାନ୍ତ ହୋଇଥିବା 5 ଜଣ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି। ଅଧିକ ପଢନ୍ତୁ...

5 COVID-19 patients discharged from Pathanamthitta hospital
ସୁସ୍ଥ ହୋଇ ଘରକୁ ଫେରିଲେ କୋରୋନା ଆକ୍ରାନ୍ତ
author img

By

Published : Mar 31, 2020, 1:46 PM IST

ଥିରୁବନନ୍ତପୁରମ : ସୁସ୍ଥ ହେଲେ କୋରୋନା ଆକ୍ରାନ୍ତ । କେରଳରେ କୋରୋନାରେ ଆକ୍ରାନ୍ତ ହୋଇଥିବା 5 ଜଣ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି । ସେମାନଙ୍କୁ ପଠାନମିତ୍ର ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ସେମାନଙ୍କୁ ଘରକୁ ନିଆଯିବା ପୂର୍ବରୁ ସ୍ବାସ୍ଥ୍ୟ କର୍ମଚାରୀମାନେ ଭଲ ଭାବରେ ଘରକୁ ପରିଷ୍କାର କରିଥିଲା । ତେବେ ଆକ୍ରାନ୍ତ ହୋଇଥିବା 5 ଜଣ ରାନ୍ନି ଅଞ୍ଚଳର ରହୁଥିଲେ । ସେମାନଙ୍କ ପରିବାର ଲୋକଙ୍କୁ 14 ଦିନ ହୋମ କ୍ବାରେଣ୍ଟାଇନରେ ରଖାଯିବ ।

ଆକ୍ରାନ୍ତଙ୍କ ପରିବାରକୁ 14 ଦିନ ହୋମ କ୍ବାରେଣ୍ଟାଇନ ସମୟରେ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରାନ୍ତଙ୍କ ପରିବାର ପୂର୍ବରୁ ଇଟାଲୀ ଯାତ୍ରା କରିଥିଲେ । ହେଲେ ଏ କଥା ସେ ଲୁଚାଇ ଥିଲେ । ଫଳରେ କୋରୋନା ଭାଇରସର ଶୀକାର ହୋଇଥିଲେ ପରିବାରର ସଦସ୍ୟ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପଠାନମିତ୍ର ଜିଲ୍ଲାରେ 7, 744 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ମେଡିକାଲ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.