ETV Bharat / bharat

ଆସନ୍ତା ବର୍ଷରୁ ୪ବର୍ଷ ହେବ ବି.ଏଡ୍‌ ପାଠ୍ୟକ୍ରମ

ସରକାର ଆସନ୍ତା ଶିକ୍ଷା ବର୍ଷଠାରୁ ବ୍ୟାଚଲର ଇନ ଏଜୁକେଶନ କୋର୍ସର ଅବଧି ୪ ବର୍ଷ କରିବାକୁ ଯାଉଛନ୍ତି। ଶିକ୍ଷା ପଦ୍ଧତିରେ ଉନ୍ନତି ଆଣିବା, ସଂଶୋଧିତ ହେବା ତଥା ଉତ୍କର୍ଷତାରେ ସୁଧାର ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ତଥା ମାନବ ସଂଶାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ସୂଚନା ଦେଇଛନ୍ତି।

author img

By

Published : Feb 8, 2019, 9:47 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଏଡ୍‌ ପାଠ୍ୟକ୍ରମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପାଠ୍ୟକ୍ରମ ୪ ବର୍ଷ ହେବା ନେଇ ଘୋଷଣା ହୋଇଛି। ସରକାର ଆସନ୍ତା ବର୍ଷଠାରୁ ବ୍ୟାଚଲର ଇନ ଏଜୁକେଶନ କୋର୍ସର ଅବଧି ୪ ବର୍ଷ କରିବାକୁ ଯାଉଛନ୍ତି। ଶିକ୍ଷା ପଦ୍ଧତିରେ ଉନ୍ନତି ଆଣିବା, ସଂଶୋଧିତ ହେବା ତଥା ଉତ୍କର୍ଷତାରେ ସୁଧାର ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ତଥା ମାନବ ସଂଶାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଏ ନେଇ ସୂଚନା ଦେଇଛନ୍ତି ।

ଜଣାଯାଇଛି ଯେ ପ୍ରକାଶ ଜାଭେଡକର କେନ୍ଦ୍ର ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିବା ଅଧିବେଶନର ଦ୍ୱିତୀୟ ଦିନରେ ସମ୍ବୋଧିତ କରି କହିଛନ୍ତି କି, ବି.ଏଡ ପାଠ୍ୟକ୍ରମକୁ ଚାରି ବର୍ଷ କରିବାକୁ ଯାଉଛୁ। ଶିକ୍ଷାର ଗୁଣବତ୍ତା, ଗୁଣଶୀଳତା ଦିନକୁ ଦିନ ଖସି ଯାଉଛି। ଏହାର କାରଣ ଏହି କି ଯେ ବିଏଡରେ ନାମ ଲେଖାଇବା ପାଇଁ ପ୍ରାର୍ଥୀଙ୍କ ନିକଟରେ ଏହା ଶେଷ ବିକଳ୍ପ ରହୁଛି। ଏହା ପ୍ରଥମ ବିକଳ୍ପ ହେବା ଆବଶ୍ୟକ। ଏହାସହ ଏହା ପ୍ରାର୍ଥୀଙ୍କର ଏହି ପାଠ୍ୟକ୍ରମ ପ୍ରତି ନିଜସ୍ୱ ପସନ୍ଦ ରହିବା ଉଚିତ।

ଏହାସହ ଜାଭେଡ଼କର ସୂଚନା ଦେଇଛନ୍ତି ଯେ ପୂର୍ବରୁ ଏହି ପାଠ୍ୟକ୍ରମରେ ସ୍ନାତକ ପରେ ବିଦ୍ୟାର୍ଥୀଙ୍କୁ ନାମ ଲେଖାଇବା ପାଇଁ ଅନୁମତି ରହୁଥିଲା । ମାତ୍ର ପାଇଁ ଏହି ନିୟମ ଲାଗୁ ହେବା ପରେ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ।

ଅଧିବେଶନରେ ମନ୍ତ୍ରୀ କହିଛନ୍ତି କି, ୧୫ରୁ ୨୦ ରାଜ୍ୟରେ ୫ମ, ୮ମ ଶ୍ରେଣୀ ପାଇଁ ପରୀକ୍ଷା ଆୟୋଜନ କରୁଛନ୍ତି। ଜାନୁଆରୀରେ ଏହି କକ୍ଷାରେ ଏବେ ଶିକ୍ଷା ଅଧିକାର ଅଧିନିୟମ ଆଧାରରେ ଡିଟେନଶନ ପଲିସି ଲାଗୁ ହେବ। ନିୟମ ଲାଗୁ ହେବା ପରେ ଏହାକୁ ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀ କରିପାରିବେ।

undefined

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଏକ ବର୍ଷ ଥିବା ଏହି ପାଠ୍ୟକ୍ରମ ଦୁଇ ବର୍ଷ କରାଗଲା । ଆସନ୍ତାବର୍ଷ ଠାରୁ ବିଏଡ୍‌ ୪ ବର୍ଷ ହେବ। ନିଶ୍ଚିତ ହୋଇଥିବା ବେଳେ ଅପରପକ୍ଷରେ ଦୁଇ ବର୍ଷିଆ ବିଏଡ୍‌ ପ୍ରୋଗ୍ରାମ ବନ୍ଦ ହେବାକୁ ଯାଉଛି ।

Intro:Body:

ଆସନ୍ତା ବର୍ଷରୁ ୪ବର୍ଷ ହେବ ବି.ଏଡ୍‌ ପାଠ୍ୟକ୍ରମ

ନୂଆଦିଲ୍ଲୀ: ବିଏଡ୍‌ ପାଠ୍ୟକ୍ରମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପାଠ୍ୟକ୍ରମ ୪ ବର୍ଷ ହେବା ନେଇ ଘୋଷଣା ହୋଇଛି । ସରକାର ଆସନ୍ତା ବର୍ଷଠାରୁ ବ୍ୟାଚଲର ଇନ ଏଜୁକେଶନ କୋର୍ସର ଅବଧି ୪ ବର୍ଷ କରିବାକୁ ଯାଉଛନ୍ତି । ଶିକ୍ଷା ପଦ୍ଧତିରେ ଉନ୍ନତି ଆଣିବା, ସଂଶୋଧିତ ହେବା ତଥା ଉତ୍କର୍ଷତାରେ ସୁଧାର ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ତଥା ମାନବ ସଂଶାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଏ ନେଇ ସୂଚନା ଦେଇଛନ୍ତି ।

ଜଣାଯାଇଛି ଯେ ପ୍ରକାଶ ଜାଭେଡକର କେନ୍ଦ୍ର ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟରେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିବା ଅଧିବେଶନର ଦ୍ବିତୀୟ ଦିନରେ ସମ୍ବୋନ୍ଧିତ କରି କହିଛନ୍ତି କି, ବି.ଏଡ ପାଠ୍ୟକ୍ରମକୁ ଚାରି ବର୍ଷ କରିବାକୁ ଯାଉଛୁ । ଶିକ୍ଷାର ଗୁଣବତ୍ତା, ଗୁଣଶୀଳତା ଦିନକୁ ଦିନ ଖସି ଯାଉଛି । ଏହାର କାରଣ ଏହି କି ଯେ ବିଏଡରେ ନାମ ଲେଖାଇବା ପାଇଁ ପ୍ରାର୍ଥୀଙ୍କ ନିକଟରେ ଏହା ଶେଷ ବିକଳ୍ପ ରହୁଛି । ଏହା ପ୍ରଥମ ବିକଳ୍ପ ହେବା ଆବଶ୍ୟକ । ଏହାସହ ଏହା ପ୍ରାର୍ଥୀଙ୍କର ଏହି ପାଠ୍ୟକ୍ରମ ପ୍ରତି ନିଜସ୍ବ ପସନ୍ଦ ରହିବା ଉଚିତ୍ ।

ଏହାସହ ଜାଭେଡ଼କର ସୂଚନା ଦେଇଛନ୍ତି ଯେ ପୂର୍ବରୁ ଏହି ପାଠ୍ୟକ୍ରମରେ ସ୍ନାତକ ପରେ ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇବା ପାଇଁ ଅନୁମତି ରହୁଥିଲା । ମାତ୍ର ପାଇଁ ଏହି ନିୟମ ଲାଗୁ ହେବା ପରେ ବିଦ୍ୟାର୍ଥୀ ଦ୍ବାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ ।

ଅଧିବେଶନରେ ମନ୍ତ୍ରୀ କହିଛନ୍ତି କି, ୧୫ରୁ ୨୦ ରାଜ୍ୟରେ ୫ମ, ୮ମ ଶ୍ରେଣୀ ପାଇଁ ପରୀକ୍ଷା ଆୟୋଜନ କରୁଛନ୍ତି । ଜାନୁଆରୀରେ ଏହି କକ୍ଷାରେ ଏବେ ଶିକ୍ଷା ଅଧିକାର ଅଧିନିୟମ ଆଧାରରେ ଡିଟେନଶନ ପଲିସି ଲାଗୁ ହେବ । ନିୟମ ଲାଗୁ ହେବା ପରେ ଏହାକୁ ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରମାନେ କରି ପାରିବେ ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଏକ ବର୍ଷ ଥିବା ଏହି ପାଠ୍ୟକ୍ରମ ଦୁଇ ବର୍ଷ କରାଗଲା । ଆସନ୍ତାବର୍ଷ ଠାରୁ ବିଏଡ୍‌ ୪ ବର୍ଷ ହେବ। ନିଶ୍ଚିତ ହୋଇଥିବା ବେଳେ ଅପରପକ୍ଷରେ ଦୁଇ ବର୍ଷିଆ ବିଏଡ୍‌ ପ୍ରୋଗ୍ରାମ ବନ୍ଦ ହେବାକୁ ଯାଉଛି ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.