ETV Bharat / bharat

ତେଲେଙ୍ଗାନାରେ କୋରୋନା ଭୟ : 49 ନୂଆ ରିପୋର୍ଟ ସମେତ ମୋଟ 453 ପଜେଟିଭ

author img

By

Published : Apr 9, 2020, 12:46 AM IST

ମଙ୍ଗଳବାର ରାତିରୁ ତେଲେଙ୍ଗାନାରେ 49 ଟି ନୂତନ କୋଭିଡ -19 ମାମଲା ରିପୋର୍ଟ ହୋଇଥିବା ବେଳେ ରାଜ୍ୟରେ ମୋଟ ମାମଲା 453 କୁ ପହଞ୍ଚିଛି । ବୁଧବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର କହିଛନ୍ତି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ହାଇଦ୍ରାବାଦ: ସାରା ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ତେଲେଙ୍ଗାନାରେ ସ୍ଥିତି ସଂଗୀନ ରହିଛି । ମଙ୍ଗଳବାର ରାତିରୁ ତେଲେଙ୍ଗାନାରେ 49 ଟି ନୂତନ କୋଭିଡ -19 ମାମଲା ରିପୋର୍ଟ ହୋଇଥିବା ବେଳେ ରାଜ୍ୟରେ ମୋଟ ମାମଲା 453 କୁ ପହଞ୍ଚିଛି । ବୁଧବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର କହିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ 397 ରୋଗୀ ହାଇଦ୍ରାବାଦର ସରକାରୀ ଗାନ୍ଧୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ନାହିଁ ।

ମୋଟ 453 ଟି ମାମଲା ମଧ୍ୟରୁ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 45 ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ବୁଧବାର କାହାକୁ ଡିସଚାର୍ଜ କରାଯାଇ ନାହିଁ।

ସମସ୍ତ 49 ନୂତନ ପଜେଟିଭ ମାମଲା ହେଉଛି ଯେଉଁମାନେ ଗତ ମାସରେ ଦିଲ୍ଲୀରେ ତବଲିଗୀ ଜାମାତ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ କିମ୍ବା ସେମାନଙ୍କ ସମ୍ପର୍କରେ ଆସିଥିଲେ |

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.