ETV Bharat / bharat

ଦେଶରେ ଗତ 24 ଘଣ୍ଟାରେ 44376 କୋରୋନା ଆକ୍ରାନ୍ତ ଚିହ୍ନଟ, 481 ମୃୃତ

author img

By

Published : Nov 25, 2020, 10:24 AM IST

ଦେଶରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଦିନକରେ ପୁଣି 44 ହଜାର 376 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । 481 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଦେଶରେ ଗତ 24 ଘଣ୍ଟାରେ 44 ହଜାର 376 ନୂଆ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି କୋରୋନା ସଂକ୍ରମଣ । ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଯୋଗୁଁ 45 ହଜାର ଟ୍ରେଣ୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ପୁଣି 44 ହଜାର 376 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 92 ଲକ୍ଷ 22 ହଜାର 217ରେ ପହଞ୍ଚିଛି । 481 ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 34 ହଜାର 699କୁ ବୃଦ୍ଧି ହୋଇଛି ।

ସେପଟେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରୁ 4 ଲକ୍ଷ 44 ହଜାର 746 ରହିଛି । 86 ଲକ୍ଷ 42 ହଜାର 771 ଜଣ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ନଭେମ୍ବର 24 ପର୍ଯ୍ୟନ୍ତ ମୋଟ 13,48,41,307 ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଗତକାଲି 11,59,032 ନମୁନା ପରୀକ୍ଷା କରାଯାଇଥିଲା ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ସୂଚନା ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.