ETV Bharat / bharat

ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 4 ମୃତ - 4 workers died on the spot and several others enjured

ଜାଲନାର ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିବାରୁ 4 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

4-workers-died-on-the-spot-and-several-others-enjured-due-to-blast-in-a-factory
ଫ୍ୟାକ୍ଟ୍ରିରେ ବିସ୍ଫୋରଣ: 4 ମୃତ, ଦୁର୍ଘଟଣାର କାରଣ ଅସ୍ପଷ୍ଟ
author img

By

Published : Mar 5, 2020, 7:26 PM IST

ମୁମ୍ବାଇ: ଜାଲନାର ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିବାରୁ 4 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସନ୍ଧ୍ୟା ବେଳେ ଏହି ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

4-workers-died-on-the-spot-and-several-others-enjured-due-to-blast-in-a-factory
ଫ୍ୟାକ୍ଟ୍ରିରେ ବିସ୍ଫୋରଣ: 4 ମୃତ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି ଫ୍ୟାକ୍ଟ୍ରିରେ ଲୁହା ଛଡ ପ୍ରସ୍ତୁତ କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.