ETV Bharat / bharat

ଦିଲ୍ଲୀ ରାଜ ନିବାସରେ ପାଦ ଥାପିଲା କୋରୋନା, 4 କର୍ମଚାରୀ ପଜିଟିଭ ଚିହ୍ନଟ - Delhi's Raj Niwas

ଦିଲ୍ଲୀ ରାଜ ନିବାସରେ କୋରୋନା କାୟା । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ ପାଖାପାଖି 4 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

4 test Covid-19 positive in Delhi's Raj Niwas
ଦିଲ୍ଲୀ ରାଜ ନିବାସରେ ପାଦ ଥାପିଲା କୋରୋନା, 4 କର୍ମଚାରୀ ପଜିଟିଭ ଚିହ୍ନଟ
author img

By

Published : May 29, 2020, 6:29 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ନିଜର କାୟା ବିସ୍ତାର କରୁଥିବା ବେଳେ ଏବେ ଏହାର ପାଦ ଦିଲ୍ଲୀ ରାଜ ନିବାସରେ ପଡିଛି । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ ପାଖାପାଖି 4 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ପ୍ରଥମ ଥର ପାଇଁ ରାଜ ନିବାସରୁ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି ।

ସେପଟେ ଚିହ୍ନଟ 4 ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଅବଶିଷ୍ଟ କର୍ମଚାରୀଙ୍କୁ ସ୍କ୍ରିନିଂ କରାଯାଉଛି । ଆଗାମୀ ଦିନରେ ସେମାନଙ୍କର ମଧ୍ୟ କୋରୋନା ପରୀକ୍ଷା କରାଯିବା ନେଇ ସୂଚନା ରହିଛି ।

ଏହାପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.