ETV Bharat / bharat

ଚାଷୀ ଆନ୍ଦୋଳନ: ଅଲୀପୁରର SHOଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ 44 ଗିରଫ - ସିଂଘୁ ବୋର୍ଡର

ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ବୋର୍ଡରରେ ଅଲୀପୁରର SHO ପ୍ରଦୀପ ପାଲୀୱାଲଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ 44 ଜଣଙ୍କୁ ଗରିଫ କଲା ପୋଲିସ ।

attacked  SHO Alipur with sword
ଅଲୀପୁରର SHOଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ 44 ଗିରଫ
author img

By

Published : Jan 29, 2021, 11:02 PM IST

ନୂଆଦିଲ୍ଲୀ: ଅଲୀପୁରର SHOଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ 44 ଗିରଫ । ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ବର୍ଡରରେ ଅଲୀପୁରର SHO ପ୍ରଦୀପ ପାଲୀୱାଲଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ 44 ଜଣଙ୍କୁ ଗରିଫ କଲା ପୋଲିସ । ଏହି ଘଟଣା ପରେ ଦିଲ୍ଲୀର ସମସ୍ତ ଚାଷୀ ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।

ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ମାର୍ଚ୍ଚ ସମୟରେ ହୋଇଥିବା ହିଂସା ସତ୍ତ୍ବେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସିଂଘୁ ସୀମାରେ ଅଟଳ ରହିଛନ୍ତି ଚାଷୀ । ତେବେ ଚାଷୀ ଆନ୍ଦୋଳନର ପ୍ରଦର୍ଶନ ସ୍ଥଳୀରେ ଶୁକ୍ରବାର ପୁଣି ଥରେ ହିଂସା ଉପୁଜିଥିଲା । ନିଜକୁ ସ୍ଥାନୀୟ ଅଧିବାସୀ କହୁଥିବା ଲୋକେ ଧାରଣାସ୍ଥଳରେ ପହଞ୍ଚି ରାସ୍ତା ଖାଲି କରିବାର ଦାବି କରିଥିଲେ । ତେବେ ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଏହାରି ମଧ୍ୟରେ ପ୍ରଦର୍ଶନକାରୀଙ୍କ ଖଣ୍ଡା ଚୋଟରେ ଅଲୀପୁରର SHO ପ୍ରଦୀପ ପାଲୀୱାଲ ଆହତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.