ETV Bharat / bharat

ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବା ବେଳେ 4 ସନ୍ଦିଗ୍ଧ ଗିରଫ - ମଥୁରା ପୋଲିସ

ବହୁ ଚର୍ଚ୍ଚିତ ହାଥରସ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ସୋମବାର ମଥୁରାରୁ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି 4 ଜଣ ବ୍ୟକ୍ତିଙ୍କର ତଥା କଥିତ କଠୋରପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ଓ ଏକ ସହଯୋଗୀ ସଙ୍ଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଗିରଫ କରିଥିବା ଜଣା ପଡିଛି ।

pfi, popular front of india, 4 people arrested in link with pfi, mathura police, hathras case, ପିଏଫଆଇ, ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ, ପିଏଫଆଇ ସହ ସମ୍ପୃକ୍ତି ସନ୍ଦେହରେ 4 ଗିରଫ, ମଥୁରା ପୋଲିସ, ହାଥରସ ଘଟଣା
ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବା ବେଳେ 4 ସନ୍ଦିଗ୍ଧ ଗିରଫ
author img

By

Published : Oct 6, 2020, 1:13 PM IST

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ହାଥରସ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ସୋମବାର ମଥୁରାରୁ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି 4 ଜଣ ବ୍ୟକ୍ତିଙ୍କର ତଥା କଥିତ କଠୋରପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ଓ ଏକ ସହଯୋଗୀ ସଙ୍ଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଗିରଫ କରିଥିବା ଜଣା ପଡିଛି । ଏସମସ୍ତଙ୍କୁ ମଥୁରାର ମଠ ଟୋଲ ପ୍ଲାଜା ନିକଟରେ ଗାଡି ଚେକିଂ ସମୟରେ ଧରା ଯାଇଥିବା ପୋଲିସ ସ୍ପଷ୍ଟ କରିଛି ।

pfi, popular front of india, 4 people arrested in link with pfi, mathura police, hathras case, ପିଏଫଆଇ, ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ, ପିଏଫଆଇ ସହ ସମ୍ପୃକ୍ତି ସନ୍ଦେହରେ 4 ଗିରଫ, ମଥୁରା ପୋଲିସ, ହାଥରସ ଘଟଣା
ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବା ବେଳେ 4 ସନ୍ଦିଗ୍ଧ ଗିରଫ
pfi, popular front of india, 4 people arrested in link with pfi, mathura police, hathras case, ପିଏଫଆଇ, ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ, ପିଏଫଆଇ ସହ ସମ୍ପୃକ୍ତି ସନ୍ଦେହରେ 4 ଗିରଫ, ମଥୁରା ପୋଲିସ, ହାଥରସ ଘଟଣା
ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବା ବେଳେ 4 ସନ୍ଦିଗ୍ଧ ଗିରଫ

ସୂଚନା ଅନୁଯାୟୀ ଏହି ଟୋଲ ପ୍ଲାଜାରେ ଗାଡି ଚେକିଂ ଚାଲିଥିବା ବେଳେ ପୂର୍ବରୁ ମିଳିଥିବା ସୂଚନା ମୁତାବକ ପୋଲିସ 4 ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା । ଏମାନେ ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ସମସ୍ତ 4 ସନ୍ଦିଗ୍ଧ ଗୋଟିଏ କାରରେ ଥିବା ବେଳେ ସେମାନେ ମୁଜାଫରନଗରର ଆତିକ-ଉର ରେହମାନ, ମଲପ୍ପୁରମର ସିଦ୍ଦିକି, ବାହାରୈଚର ମସୁଦ ଅହମ୍ମଦ ଓ ରାମପୁରର ଆଲମ ବୋଲି ନିଜର ପରିଚୟ ଦେଇଥିଲେ ।

ସମ୍ପୃକ୍ତ 4 ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରେ ଥିବା ମୋବାଇଲ ଫୋନ, ଲାପଟପ ଓ କିଛି ବହିକୁ ଜବତ କରିଛି ପୋଲିସ । ଗିରଫ ପରେ ସଭିଙ୍କୁ ପଚରା ଉଚୁରା କରିବା ପରେ ସେମାନେ ପିଏଫଆଇ ଓ ସହଯୋଗୀ ସଙ୍ଗଠନ ସିଏଫଆଇ ସହ ସମ୍ପୃକ୍ତ ଥିବା ନେଇ ଜଣା ପଡିଥିଲା । ପ୍ରକାଶ ଥାଉ କି ସିଏଏ ବିରୋଧରେ ତେଜିଥିବା ଆନ୍ଦୋଳନ ପଛରେ ପିଏଫଆଇର ହାତ ରହିଥିଲା । ଏନେଇ ୟୁପି ପୋଲିସ ସମ୍ପୃକ୍ତ ସଙ୍ଗଠନ ଉପରେ ବ୍ୟାନ ଘୋଷଣା କରିଥିଲା । ସେପଟେ କିଛି ଦିନ ତଳେ ହାଥରସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିଲା ।

ଏହି ଘଟଣାରେ ପୀଡିତାଙ୍କ ମୃତ୍ୟୁ ପରେ ୟୁପି ପୋଲିସର ତରବରିଆ ଅନ୍ତିମ ସଂସ୍କାରକୁ ଦେଶବ୍ୟାପୀ ନିନ୍ଦା କରାଯାଇଥିବା ବେଳେ ଏହାକୁ ନେଇ ଅନେକ ସଙ୍ଗଠନ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାର ଯୋଜନା ରଖିଥିବା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ବିଭିନ୍ନ ଟୋଲ ପ୍ଲାଜାରେ ପେଟ୍ରୋଲିଂ କଡାକଡି କରାଯାଇଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.