ETV Bharat / bharat

ଭୂ-କମ୍ପରେ ଥରିଲା ଆଣ୍ଡମାନ-ନିକୋବର ଦ୍ବୀପପୁଞ୍ଜ - ଭୂ-କମ୍ପ

ଆଣ୍ଡମାନ-ନିକୋବର ଦ୍ବୀପପୁଞ୍ଜ ଦିଗଲିପୁରେ ଭୂ-କମ୍ପ ଅନୁଭୂତ ହୋଇଥିଲା । ଅଧିକ ପଢନ୍ତୁ...

ବିଳମ୍ବିତ ରାତିରେ ଭୂ-କମ୍ପରେ ଥରିଲା ଆଣ୍ଡମାନ-ନିକୋବର ଦ୍ବୀପପୁଞ୍ଜ

author img

By

Published : Jun 10, 2020, 7:05 AM IST

ଦିଗଲିପୁର: ବିଳମ୍ବିତ ରାତିରେ ଅଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ ଭ-ୂକମ୍ପର ଝଟକା । ରାତି 2.17 ମିନିଟରେ ଭୂ-କମ୍ପରେ ଥରିଲା ଦିଗଲିପୁର । ଏହାର ତୀବ୍ରତା ରିକ୍ଟର ସ୍କେଲରେ 4.3 ରହିଥିଲା ।

ଜାତୀୟ କେନ୍ଦ୍ରୀୟ ସୈସମୋଲୋଜିଙ୍କ ଅନୁସାରେ,ଭୂ-କମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମ ଦିଗଲିପୁର ଠାରୁ 110 କିମିରେ । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଗତ କିଛି ଦେଶର ବିଭିନ୍ନ ଭାଗରେ ଭୂ-କମ୍ପ ଅନୁଭୂତ ହେବାରେ ଲାଗିଛି । ଗତ 2 ମାସ ମଧ୍ୟରେ ଦିଲ୍ଲୀରେ 10 ଥର ପାଖାପାଖି ଭୂ-କମ୍ପ ଆସିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.