ETV Bharat / bharat

କୋରୋନା ଭୟ: ତିହାର ଜେଲରୁ ଜାମିନରେ ବାହାରିଲେ 356 କଏଦୀ

କୋରୋନା ପାଇଁ ତିହାର ଜେଲର 356 ଜଣ କଏଦୀଙ୍କୁ ମିଳିଲା 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ । ଅଧିକ ପଢନ୍ତୁ...

author img

By

Published : Mar 29, 2020, 7:49 AM IST

corona
ତିହାର ଜେଲରୁ 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ 356 ଜଣ କଏଦୀ

ନୂଆଦିଲ୍ଲୀ: ସୁବୁଆଡେ କୋରୋନାର ଆତଙ୍କ । ଏଥିରୁ ବର୍ତ୍ତିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ । ବର୍ତ୍ତମାନ ଦେଶରେ ଲକଡାଉନ ଜାରି ରହିଛି । ଏନେଇ ଲୋକଙ୍କୁ ନିଜ ଘରେ ବନ୍ଦ ରହିବାକୁ ସରକାର ଅପିଲ କରିଛନ୍ତି । ଏହି ସମୟରେ ସମସ୍ତ ବ୍ୟବସାୟ ସଂସ୍ଥା ସହ ମଲ, ହୋଟେଲ ମଧ୍ୟ ବନ୍ଦ ରଖାଯାଇଛି । ଆଉ ଅତ୍ୟଧିକ ଲୋକଙ୍କ ସଂସ୍ପର୍ଶରେ ନଆସିବାକୁ ବାରମ୍ବାର କୁହାଯାଉଛି ।

ଏହି ପ୍ରରିପେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ସ୍ଥିତ ତିହାର ଜେଲର କଏଦୀ ମାନଙ୍କୁ 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ 356 ଜଣ କଏଦୀ ଏବଂ 63 ଜଣଙ୍କୁ 8 ସପ୍ତାହର ଜରୁରୀକାଳୀନ ପାରୋଲରେ ମୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତିହାର ଜେଲର ଅଧିକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.