ETV Bharat / bharat

କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ କରି 35 ହଜାର ମାମଲା ରୁଜୁ - covid-19

ଦେଶରେ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ଧାରା 144 ଓ କ୍ବାରେନଟାଇ ଗାଇଡଲାଇନକୁ ଉଲ୍ଲଂଘନ କରି ମହାରାଷ୍ଟ୍ର ପୋଲିସ ଏପର୍ଯ୍ୟନ୍ତ 35,000 ରୁ ଅଧିକ ମାମଲା ରୁଜୁ କରିଛି।

quarentine violation in maharastra
କ୍ବାରେନଟାଇନ ନିୟମ ଉଲଂଘନ
author img

By

Published : Apr 12, 2020, 3:47 PM IST

ମୁମ୍ବାଇ: ଦେଶରେ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ଧାରା 144 ଓ କ୍ବାରେଣ୍ଟାଇନ ଗାଇଡଲାଇନକୁ ଉଲ୍ଲଂଘନ କରି ମହାରାଷ୍ଟ୍ର ପୋଲିସ ଏପର୍ଯ୍ୟନ୍ତ 35,000 ରୁ ଅଧିକ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କୋରୋନା ବିସ୍ତାରକୁ ବନ୍ଦ କରିବା ଏବଂ ବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ମାର୍ଚ୍ଚ 22ରୁ କଡା ଆଭିମୁଖ୍ୟ ଗ୍ରହଣ କରିବା କରିଛି । ସମସ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା 188 ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏହି ବିଭାଗ ଅଧୀନରେ ରାଜ୍ୟରେ ଅତି କମରେ 2525 ଲୋକଙ୍କୁ ଗିରଫ କରିଛି। ପୋଲିସ ଉପରେ 70 ଟି ଆକ୍ରମଣ ମଧ୍ୟ ହୋଇଛି ଯେଉଁଥିରେ 161 ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ପ୍ରାୟ 475 ଜଣ ଲୋକ କ୍ବାରେନଟାଇନ ଉଲ୍ଲଂଘନ କରୁଥିବା ଜଣାପଡିଛି।

ଶନିବାର ସୁଦ୍ଧା ପୋଲିସ ବେଆଇନ ପରିବହନ ସହ ଜଡିତ 803 ଟି ମାମଲା ରୁଜୁ କରିଛି । ଏହି ସମୟ ମଧ୍ୟରେ 19,675 ଟି ଗାଡି ଜବତ କରାଯାଇଛି ଏବଂ 1.23 କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.