ETV Bharat / bharat

2019ରେ ପାକିସ୍ତାନର 3200ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ - ceasefire violation by pakistan

2019ରେ LOCରେ 3200ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପଡୋଶୀ ରାଷ୍ଟ୍ର । ଯାହାର ଦୃଢ ଜବାବ ଦେଇଛି ଭାରତୀୟ ସେନା । ଅଧିକ ପଢନ୍ତୁ...

3200-ceasefire-violation-by-pakistan-in-2019
2019ରେ ପାକିସ୍ତାନର 3200ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ
author img

By

Published : Dec 28, 2019, 11:32 AM IST

ହାଇଦ୍ରାବାଦ: ଗତ 15 ବର୍ଷ ତୁଳନାରେ ଚଳିତ ବର୍ଷ ସବୁଠାରୁ ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । 2019ରେ LOCରେ 3200ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପଡୋଶୀ ରାଷ୍ଟ୍ର । ଯାହାର ଦୃଢ ଜବାବ ଦେଇଛି ଭାରତୀୟ ସେନା । ଦୁଇ ଦେଶ ମଧ୍ୟରେ ତୋପ ଓ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ଦ୍ବାରା ଆକ୍ରମଣ ହୋଇଛି ।

ତେବେ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "778 କିଲୋମିଟର ବିଶିଷ୍ଟ LOC ସୀମାରେ ଅସ୍ତ୍ରବିରତି ଉଲଙ୍ଘନ ପ୍ରାୟ ସବୁ ସମୟରେ ଜାରି ରହିଛି । ବିଶେଷ କରି ଅଖନୂର, ପୁଂଛ, ଉରୀ ଓ କେରନ ଭଳି ଅଞ୍ଚଳର ଉଭୟ ପାର୍ଶ୍ବରେ ଅଧିକ ଗୁଳି ବିନିମୟ ହୋଇଛି । ଉଭୟ ଦେଶର ବହୁ କ୍ଷୟକ୍ଷତି ହୋଇଛି । ନିକଟରେ ଡିସେମ୍ବର 25ରେ ରାମପୁରରେ ଆମେ ଜଣେ ଆର୍ମି ଅଫିସରଙ୍କୁ ହରାଇଛୁ । ସେହିପରି ପାକିସ୍ତାନ 2 ଜଣ ସୈନିକଙ୍କୁ ହରାଇଛି । "

ଚଳିତ ବର୍ଷ 3200 ଥର ଅସ୍ତ୍ରବିରତି ଉଲଙ୍ଘନ ହୋଇଛି । ଯାହା ସର୍ବାଧିକ । ତେବେ ଗତ 5 ମାସ ମଧ୍ୟରେ 1600ଥର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଅଗଷ୍ଟରେ 307 ଥର, ସେପ୍ଟେମ୍ବରରେ 292, ଅକ୍ଟୋବରରେ 351 ଓ ନଭେମ୍ବରରେ 304 ଥର ହୋଇଛି । ତେବେ ଡିସେମ୍ବର ମାସର କେବଳ 300 ଥର ଅସ୍ତ୍ରବିରତି ଉଲଙ୍ଘନ କରିସାରିଛି ପାକିସ୍ତାନ । ବର୍ଷ 2017ରେ 971 ଓ 2018ରେ 1692 ଥର ଅସ୍ତ୍ରବିରତି ଉଲଙ୍ଘନ ହୋଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.