ETV Bharat / bharat

ଦେଶରେ କମିଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 30548 ପଜିଟିଭ

author img

By

Published : Nov 16, 2020, 10:20 AM IST

ପୂର୍ବ ଅପେକ୍ଷା ଧିରେ ଧିରେ କମୁଛି କୋରୋନା ସଂକ୍ରମଣ। ମୃତ୍ୟୁ ସଂଖ୍ୟାରେ ମଧ୍ୟ ଘଟିଛି ହ୍ରାସ । ଅଧିକ ପଢନ୍ତୁ...

ଦେଶରେ କମିଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 30,548 ପଜିଟିଭ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ, ଗୋଟିଏ ଦିନରେ ଏହି ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 30 ହଜାର 548ଟି କୋରୋନା ପଜିଟିଭ ରିପୋର୍ଟ ହୋଇଛି, ଏଥିରେ 435 ଜଣଙ୍କର ମୃତ୍ୟୁ ହୋଇଛି।

ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 88 ଲକ୍ଷ 45 ହଜାର 127କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ 1 ଲକ୍ଷ 30 ହଜାର 070 ଜଣଙ୍କର ଜୀବନ ଯାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 82 ଲକ୍ଷ 49 ହଜାର 579 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ ସୁଦ୍ଧା 4 ଲକ୍ଷ 65 ହଜାର 478 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ଦେଶର ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । ଏହାପରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଆଦି ରାଜ୍ୟମାନ ଅଛନ୍ତି ଯେଉଁଠି ଏବେବି ବହୁ ସଂଖ୍ୟାରେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.