ETV Bharat / bharat

ହୋଲିରେ ବନ୍ଧା ହେଲେ 30 ମଦୁଆ ଗାଡି ଚାଳକ

author img

By

Published : Mar 10, 2020, 6:54 PM IST

ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହେଲେ 30 ମଦୁଆ ଗାଡି ଚାଳକ । ଏନେଇ ତାଙ୍କ ନାରେ ଡ୍ରିଙ୍କ ଏଣ୍ଡ ଡ୍ରାଇଭିଂ ମାମଲା ରୁଜୁ ହୋଇଥିବା କହିଛି ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ ...

30 people booked for drink and drive on Holi in Mumbai
ହୋଲିରେ ବନ୍ଧା ହେଲେ 30 ମଦୁଆ ଗାଡି ଚାଳକ

ମୁମ୍ବାଇ: ହୋଲିରେ ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ 30 ଜଣ ମଦୁଆ ଚାଳକଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ । ମଙ୍ଗଳବାର ହୋଲି ପାଳନ ବେଳେ ଏମାନେ ମଦ ପିଇ ଗାଡି ଚାଳନା କରୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏନେଇ 30 ଅଭିଯୁକ୍ତଙ୍କ ଉପରେ (ଡ୍ରିଙ୍କ ଏଣ୍ଡ ଡ୍ରାଇଭ) ମାମଲା ରୁଜୁ ହୋଇଥିବା ଜଣାପଡିଛି । ସକାଳ 10ଟାରୁ ଅପରାହ୍ନ 12ଟା ମଧ୍ୟରେ ଗିରଫ ଅଭିଯୁକ୍ତମାନେ ମଦ ପିଇ ଗାଡି ଚାଳନା କରୁଥିଲେ ବୋଲି କହିଛନ୍ତି ମୁମ୍ବାଇ ପୋଲିସ ପିଆରଓ ପ୍ରଣୟ ଅଶୋକ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.