ETV Bharat / bharat

ଗଣ୍ଡେରୱାଲରେ ସୁରକ୍ଷାକର୍ମୀ-ଆତଙ୍କୀ ଗୁଳିବିନିମୟ, 3 ଆତଙ୍କୀ ନିହତ

author img

By

Published : Sep 28, 2019, 2:52 PM IST

ଜମ୍ମୁ-କାଶ୍ମୀର ଗଣ୍ଡେରୱାଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ଗୁଳିବିନିମୟରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଗଣ୍ଡେରୱାଲରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି ।

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.