ETV Bharat / bharat

ପ୍ରଚାରରେ ସ୍କୁଲ ପିଲା, ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ନିର୍ବାଚନୀ ପ୍ରଚାରରେ ସ୍କୁଲ ପିଲା । ନେତାଙ୍କ ପୁସିଂ କାର୍ଡ ଧରି ଟାଇଁଟାଇଁ ଖରାରେ ପ୍ରଚାର କରୁଛନ୍ତି।

author img

By

Published : Apr 17, 2019, 3:17 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ନିର୍ବାଚନୀ ପ୍ରଚାରରେ ସ୍କୁଲ ପିଲା। ନେତାଙ୍କ ପୁସିଂ କାର୍ଡ ଧରି ବେଶ ଖୁସି ମନାଉଛନ୍ତି। ଟାଇଁଟାଇଁ ଖରାରେ ନେତାଙ୍କ ରାଲିରେ ସ୍କୁଲ ପିଲା ସାମିଲ ହୋଇଥିବା ସୂଚନା ଆସିଛି ।

ଏସବୁ କାର୍ଯ୍ୟକୁ କେତେ ଜଣ ଉତ୍ସାହର ସହ କରିଥିବା ବେଳେ ଆଉ କେତେ ଜଣଙ୍କୁ ଧମକ ଦିଆଯାଇ କରାଯାଇଥିଲା । ତେବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁର ଗୋରିପାଲୟା ସରକାରୀ ବିଦ୍ୟାଳୟରେ ପଢୁଥିବା କିଛି ପଞ୍ଚମ ଶ୍ରେଣୀ ଛୋଟ ପିଲାଙ୍କ ସହ । ଏହି ଛାତ୍ର ମାନେ କଂଗ୍ରେସ ପ୍ରାର୍ଥୀ ରିଜୱାନ ଅରସର୍ଦ ପାଇଁ ପ୍ରଚାର କରିଥିଲେ ।

ଏ ବିଷୟରେ ଜଣେ ପିଲାକୁ ପଚାରିବାରୁ ସେ କହିଛି କି '' ମୁଁ ଟଙ୍କା ବିଷୟରେ ଜାଣିନାହିଁ । ହେଲେ ପ୍ରଚାରରେ ଏହି ପେପର ବାଣ୍ଟିଲେ ମୋତେ ନୂଆ ଡ୍ରେସ ମିଳିବ। ଆଉ 3 ଘଣ୍ଟା ଖରାରେ ବୁଲିଲେ 300 ଟଙ୍କା ସହ ଭଲ ଖାଦ୍ୟ ଦିଆଯିବ। ଏହି ପ୍ରଚାରକୁ ମୋ ବାପା ମୋତେ ଆଣି ଛାଡି ଯାଇଛନ୍ତି । ମୋ ସହ ଆହୁରୀ 4 ଜଣ ପିଲା ଅଛନ୍ତି । ଯେଉଁମାନେ ପ୍ରଚାର କରିବାରୁ ସେମାନଙ୍କୁ 500 ଟଙ୍କା ଓ ଖାଦ୍ୟ ମିଳିଛି ।

ବର୍ତ୍ତମାନ ପ୍ରବଳ ଖରାକୁ ଦୃଷ୍ଟି ରଖି ସରକାର ସମସ୍ତ ବିଦ୍ୟାଳୟୁ ଖରାଛୁଟି ଘୋଷଣା କରିଥିବା ବେଳେ ନିର୍ବାଚନରେ ରାଜନୈତିକ ଦଳମାନେ ଛୋଟ ଛୋଟ ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ତେବେ ଏହି ଘଟଣା ପରେ ନିର୍ବାଚନ ଅଧିକାରୀ ଉକ୍ତ କଂଗ୍ରେସ ପ୍ରାର୍ଥୀଙ୍କ ଓ ଅନ୍ୟ 3 ଜଣ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.