ETV Bharat / bharat

କାର-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: 3 ମୃତ, ଜଣେ ଆହତ

ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ । ରବିବାର ଦିନ ଏକ କାର ଏବଂ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କାରେ ଜଣେ ଆହତ ହୋଇଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି ।

author img

By

Published : Oct 12, 2020, 9:42 AM IST

3 dead, 1 injured in road accident in Delhi
ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ 3 ମୃତ, 1 ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ । ରବିବାର ଏକ କାର ଏବଂ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ଜଣେ ଆହତ ହୋଇଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ରାତି ପ୍ରାୟ 1.30 ସମୟରେ କିର୍ତ୍ତୀ ନାଗର ମେଟ୍ରୋ ଷ୍ଟେସନ ସମ୍ମୁଖରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ମୋତି ନାଗର ପୋଲିସ ଷ୍ଟେସନ ଏକ PCR କଲ ଆସିଥିଲା । ପୋଲିସ କର୍ମଚାରୀମାନେ ଶଦିପୁର ଫ୍ଲାଏ ଓଭରରେ ଏକ ଲୋଡ୍ ଟ୍ରଲି ସହିତ ଉଭୟ ଗାଡି ପାଇଥିଲେ ।

ଏହି ଦୁର୍ଘଟଣାରେ ପାଣ୍ଡବ ନଗର ନିବାସୀ ରାଜେଶ ଶର୍ମା (32), ତରୁଣ ଗୁପ୍ତା (42) ଏବଂ ଚରଣଦୀପ ସିଂ (38)ଙ୍କୁ ମୃତ ବୋଲି ଘୋଷଣା କରାଯାଇଥିବାବେଳେ ଶିଭମ ଏନକ୍ଲେଭ ନିବାସୀ ପର୍ବିନ ସିଂ (38)ଙ୍କ ଦିଲ୍ଲୀରେ ଚିକିତ୍ସା ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.