ETV Bharat / bharat

ଏକେ -56 ରାଇଫଲ ଓ ମାରଣାସ୍ତ୍ର ଜବତ, 3 ଗିରଫ - rifle

ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ରଖିଥିବା ଅଭିଯୋଗରେ 3 ଗିରଫ । ସେମାନଙ୍କ ପାଖରୁ 2ଟି ଏକେ -56 ରାଇଫଲ, 2ଟି ଏକେ 56- ମାଗାଜିନ, 15 ରାଇଫଲ ସ୍ଲିଙ୍ଗ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି ।

ଫାଇଲ ଫଟୋ
author img

By

Published : Jul 1, 2019, 4:52 PM IST

ଦିଶପୁର: ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ରଖିଥିବା ଅଭିଯୋଗରେ 3 ଗିରଫ । ଏହି ତିନି ଅଭିଯୁକ୍ତ ହେଲେ ଆସାମ ଦିବ୍ରୁଗଡର । ରାଜ୍ୟ ପୋଲିସ, 171 ବାଟାଲିୟାନ ଓ ସିଆରପିଏଫଙ୍କ ସହାୟତାରେ ଏମାନଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ପାଖରୁ 2ଟି ଏକେ -56 ରାଇଫଲ, 2ଟି ଏକେ 56- ମାଗାଜିନ, 15 ରାଇଫଲ ସ୍ଲିଙ୍ଗ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଏନେଇ ଏକ ମାମଲା ରୁଜୁ ହେବା ସହ ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

ଦିଶପୁର: ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ରଖିଥିବା ଅଭିଯୋଗରେ 3 ଗିରଫ । ଏହି ତିନି ଅଭିଯୁକ୍ତ ହେଲେ ଆସାମ ଦିବ୍ରୁଗଡର । ରାଜ୍ୟ ପୋଲିସ, 171 ବାଟାଲିୟାନ ଓ ସିଆରପିଏଫଙ୍କ ସହାୟତାରେ ଏମାନଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ପାଖରୁ 2ଟି ଏକେ -56 ରାଇଫଲ, 2ଟି ଏକେ 56- ମାଗାଜିନ, 15 ରାଇଫଲ ସ୍ଲିଙ୍ଗ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଏନେଇ ଏକ ମାମଲା ରୁଜୁ ହେବା ସହ ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

Intro:ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଟଣାଉଟରା କରି ସ୍କୁଲ ଘରେ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ତାଲା ପକାଇଲେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତରେ । ଗ୍ରାମରେ ଥିବା ଭାଗବତପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି ଶାସନ ଏବଂ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରୁ ଟିସି ଦେଇ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲେ।କିନ୍ତୁ ଏନେଇ କୌଣସି ଅଭିଭାବକମାନଙ୍କୁ ଜଣାଇ ନ ଥିଲେ । ତେବେ ଏହି ଘଟଣା ଜାଣିବାପରେ ଅସନ୍ତୋଷ ଜାହିର କରିଥିଲେ ଅବିଭାବକ।
ଏନେଇ ଶିକ୍ଷୟିତ୍ରୀଙ୍କୁ ଉପସ୍ଥାନ ଖାତା ମାଗିଥିଲେ ଅଭିଭାବକ ।ତେବେ ଶିକ୍ଷୟିତ୍ରୀ ନିଜର କ୍ରୋଧ ପ୍ରକାଶ କରିବା ସହ ରାଗିଯାଇ ଖାତା ଟିକୁ ଚିରି ଦେଇ , ତାପରେ ଚଢି ଚାଲିଯାଇଥିଲେ। ସରକାରୀ ନିୟମ ମୁତାବକ ଯେଉଁ ବିଦ୍ୟାଳୟରେ ୧୦ ଜଣ ଛାତ୍ରଛାତ୍ରୀରୁ କମ୍ ପିଲା ଥିବେ, ସେ ବିଦ୍ୟାଳୟକୁ ଭାଙ୍ଗି ଦିଆଯାଇ ପାଖରେ ଥିବା ବିଦ୍ୟାଳୟରେ ସେ ଛାତ୍ରଛାତ୍ରୀମାନଙ୍କୁ ଅବସ୍ଥାପିତ କରାଯିବ ।ଯେହେତୁ ଏହି ବିଦ୍ୟାଳୟରେ ମୋଟ ୧୫ ଜଣ ଛାତ୍ରଛାତ୍ରୀ ଥିଲେ ଏହି ଶିକ୍ଷୟିତ୍ରୀଙ୍କ ଚକ୍ରାନ୍ତ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଟିସି ଦେଇଦେବା ଫଳରେ ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ତେଣୁ ବିଦ୍ୟାଳୟ ଭାଙ୍ଗି ଯିବାର ସମ୍ଭାବନା ରହିଛି। ତେଣୁ ଏଠାକାର ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଏଥିପାଇଁ ଶିକ୍ଷୟିତ୍ରୀଙ୍କୁ ଦାୟି କରିଛନ୍ତି । ଅନ୍ୟ ବିଦ୍ୟାଳୟ ଏଠାରୁ ଦୂର ହୋଇଥିବାରୁ ସେଠାକୁ ଛୋଟ ଛୋଟ ଛାତ୍ରଛାତ୍ରୀ ଯାଇ ପାଠ ପଢିବା ସମ୍ଭବପର ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଏନେଇ ଅଭିଭାବକମାନେ ମିଳିମିଶି ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଘରେ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ତାଲା ପକାଇଦେଇଥିଲେ ।

ବାଇଟ୍-୧- ଦମୟନ୍ତୀ ସିଂହ (ଅଟକ ଥିବା ପ୍ରଧାନ ଶିକ୍ଷୟିତ୍ରୀ)
ବାଇଟ୍-୨- ଅଲେଖ ଚନ୍ଦ୍ର ମଲ୍ଲିକ (ଅଭିଭାବକ)
ବାଇଟ୍-୩- ଦେବ ପ୍ରସାଦ ବେହେରା (ଛାତ୍ର)
ବାଇଟ୍-୪- ଲକ୍ଷ୍ମଣ କୁମାର ଲେଙ୍କା (ସହକାରୀ ବିଇଓ ନିଶ୍ଚିନ୍ତକୋଇଲି)Body:No needConclusion:No need

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.