ETV Bharat / bharat

ରାଜସ୍ଥାନରେ 25 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 16, 2020, 11:14 AM IST

ଗୁରୁବାର ପୁଣି ରାଜସ୍ଥାନରେ 25 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜସ୍ଥାନରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1101 ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona news
ରାଜସ୍ଥାନରେ 25 କୋରୋନା ଆକ୍ରାନ୍ତ ଚିହ୍ନଟ

ଜୟପୁର: ରାଜସ୍ଥାନରେ ଥମିବାର ନା ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ପୁଣି ରାଜସ୍ଥାନରେ 25 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜସ୍ଥାନରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1101 ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ଚିହ୍ନଟ ହୋଇଥିବା 25 ଆକ୍ରାନ୍ତଙ୍କ ମଧ୍ୟରେ 11 ଜଣ ଟଙ୍କ, ଜଣେ ଆଜମୈର, ଜଣେ ବିକାନର, 2 ଜଣ ଝୁନଝୁନ, 10 ଜଣ ଯୋଧପୁର ଥିବା ଜଣାପଡିଛି ।

ସେହିପରି ଲକ୍ଷ୍ନୌର କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭରସିଟିକୁ 929 ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 21 ରିପୋର୍ଟ କୋରୋନା ପଜେଟିଭ ଆସିଛି ।

ପ୍ରକାଶ ଥାଉକି, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 12380ରେ ପହଞ୍ଚିଥିବା ବେଳେ 10477 ଜଣ ଆକ୍ରାନ୍ତ ଆକ୍ଟିଭ,1489 ଜଣ ଆକ୍ରାନ୍ତ ସୁସ୍ଥ ଏବଂ 414 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.