ETV Bharat / bharat

ମୋଦିଙ୍କ ଦ୍ବିତୀୟ ପାଳି: 24 କ୍ୟାବିନେଟ ମନ୍ତ୍ରୀଙ୍କ ସହ 33 ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ - cabinet minister

ମୋଦି ସହ ତାଙ୍କ ମନ୍ତ୍ରିମଣ୍ଡଳକୁ ଆଜି(ଗୁରୁବାର) ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ 58 ଜଣ ସାଂସଦ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@@PMOIndia
author img

By

Published : May 31, 2019, 3:04 AM IST

Updated : May 31, 2019, 3:44 AM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ଇଂନିସ ଆରମ୍ଭ । ମୋଦି ସହ ତାଙ୍କ ମନ୍ତ୍ରିମଣ୍ଡଳକୁ ଆଜି(ଗୁରୁବାର) ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ 58 ଜଣ ସାଂସଦ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । 58 ଜଣ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କୁ ଛାଡି 24 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ, 9 ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ) ଓ 24 ଜଣ ରାଷ୍ଟ୍ରମନ୍ତ୍ରୀ ହିସାବରେ ଶପଥ ନେଇଛନ୍ତି ।

ତେବେ ଆସନ୍ତୁ ଜାଣିବା କିଏ କ୍ୟାବିନେଟ ମନ୍ତ୍ରୀ ଓ କିଏ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି...

1. ପ୍ରଧାନମନ୍ତ୍ରୀ- ନରେନ୍ଦ୍ର ମୋଦି
କ୍ୟାବିନେଟ ମନ୍ତ୍ରୀ
2. ରାଜନାଥ ସିଂହ
3. ଅମିତ ଶାହ
4.ନିତିନ ଗଡକରୀ
5. ଡିଭି ସଦାନନ୍ଦ ଗୌଡା
6. ନିର୍ମଳା ସୀତାରମଣ
7. ରାମବିଳାଶ ପାଶୱାନ
8. ନରେନ୍ଦ୍ର ସିଂହ ତୌମାର
9. ରବି ଶଙ୍କର ପ୍ରସାଦ
10. ହର୍ସିମିରତ କୌର ବାଦଲ
11. ଥାୱର ଚାନ୍ଦ ଗେହଲଟ
12. ସୁବ୍ରମଣ୍ୟମ୍‌ ଜୟଶଙ୍କର
13. ରମେଶ ପୋଖରିଆଲ୍‌
14. ଅର୍ଜୁନ ମୁଣ୍ଡା
15. ସ୍ମୃତି ଇରାନୀ
16. ଡକ୍ଟର ହର୍ଷ ବର୍ଦ୍ଧନ
17. ପ୍ରକାଶ ଜାଭେଡକର
18. ପୀୟୁଷ ଗୋଏଲ
19. ଧର୍ମେନ୍ଦ୍ର ପ୍ରଧାନ
20. ମୁକ୍‌ତାର ଆବାସ ନକ୍‌ଭି
21. ପ୍ରହଲ୍ଳାଦ ଜୋଶୀ
22. ମହେନ୍ଦ୍ର ନାଥ ପାଣ୍ଡେ
23. ଅରବିନ୍ଦ ଗଣପତ ସାଓ୍ଵନ
24. ଗିରିରାଜ ସିଂହ
25. ଗଜେନ୍ଦ୍ର ସିଂହ ଶେଖାଓ୍ଵତ

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)

1. ସନ୍ତୋଷ କୁମାର ଗଙ୍ଗୱାର
2. ରାଓ ଇନ୍ଦ୍ରଜିତ୍‌ ସିଂହ
3. ଶ୍ରୀପଦ ୟେସୋ ନାଏକ
4. ଡକ୍ଟର ଜିତେନ୍ଦ୍ର ସିଂହ
5. କିରେନ ରିଜିଜୁ
6. ପହଲ୍ଳାଦ ସିଂହ ପଟେଲ
7. ରାଜ କୁମାର ସିଂହ
8. ହରଦୀପ ସିଂହ ପୁରୀ
9. ମନସୁଖ ଏଲ ମାଣ୍ଡଭିଆ

ରାଷ୍ଟମନ୍ତ୍ରୀ

1. ଫଗନ ସିଂହ କୁଲସ୍ତେ
2. ଅଶ୍ବିନୀ କୁମାର ଚୌବେ
3. ଅର୍ଜୁନ ରାମ ମେଘଓ୍ଵାଲ
4. ବିକେ ସିଂହ
5. କୃଷ୍ଣ ପାଲ
6. ଦାନବେ ରାଓସାହେବ ଦାଦାରାଓ
7. ଜି. କିସନ ରେଡ୍ଡି
8. ପୁରୁଷୋତ୍ତମ ରୁପାଲା
9. ରାମଦାସ ଆଠୱାଲେ
10. ସାଧ୍ବୀ ନିରଞ୍ଜନ ଜ୍ୟୋତି
11. ବାବୁଲ ସୁପ୍ରିୟ
12. ସଞ୍ଜିବ କୁମାର ବାଲ୍ୟାନ
13. ସଞ୍ଜୟ ଧୋତ୍ରେ
14. ଅନୁରାଗ ସିଂହ ଠାକୁର
15. ଅଙ୍ଗଦି ସୁରେଶ ଚନ୍ନବସପା
16. ନିତ୍ୟାନନ୍ଦ ରାୟ
17. ରତନ ଲାଲ କଟରିଆ
18. ଭି. ମୁରଲୀଧରନ
19. ରେଣୁକା ସିଂହ ସରୁତା
20. ସୋମ ପ୍ରକାଶ
21. ରାମେଶ୍ବର ତେଲି
22. ପ୍ରତାପ ଚନ୍ଦ୍ର ଷଡଙ୍ଗୀ
23. କୈଳାସ ଚୌଧୁରୀ
24. ଦେବଶ୍ରୀ ଚୌଧୁରୀ

ତେବେ ଆଜି (ଗୁରୁବାର) ସେମାନଙ୍କର ଶପଥ ଚାଲିଥିବାବେଳେ ଏହି ମନ୍ତ୍ରୀ ମାନଙ୍କ ମଧ୍ୟରୁ କାହାକୁ କେଉଁ ବିଭାଗ ମିଳିବ ତାହା ଦେଖିବାର କଥା ।

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ଇଂନିସ ଆରମ୍ଭ । ମୋଦି ସହ ତାଙ୍କ ମନ୍ତ୍ରିମଣ୍ଡଳକୁ ଆଜି(ଗୁରୁବାର) ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ 58 ଜଣ ସାଂସଦ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । 58 ଜଣ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କୁ ଛାଡି 24 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ, 9 ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ) ଓ 24 ଜଣ ରାଷ୍ଟ୍ରମନ୍ତ୍ରୀ ହିସାବରେ ଶପଥ ନେଇଛନ୍ତି ।

ତେବେ ଆସନ୍ତୁ ଜାଣିବା କିଏ କ୍ୟାବିନେଟ ମନ୍ତ୍ରୀ ଓ କିଏ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି...

1. ପ୍ରଧାନମନ୍ତ୍ରୀ- ନରେନ୍ଦ୍ର ମୋଦି
କ୍ୟାବିନେଟ ମନ୍ତ୍ରୀ
2. ରାଜନାଥ ସିଂହ
3. ଅମିତ ଶାହ
4.ନିତିନ ଗଡକରୀ
5. ଡିଭି ସଦାନନ୍ଦ ଗୌଡା
6. ନିର୍ମଳା ସୀତାରମଣ
7. ରାମବିଳାଶ ପାଶୱାନ
8. ନରେନ୍ଦ୍ର ସିଂହ ତୌମାର
9. ରବି ଶଙ୍କର ପ୍ରସାଦ
10. ହର୍ସିମିରତ କୌର ବାଦଲ
11. ଥାୱର ଚାନ୍ଦ ଗେହଲଟ
12. ସୁବ୍ରମଣ୍ୟମ୍‌ ଜୟଶଙ୍କର
13. ରମେଶ ପୋଖରିଆଲ୍‌
14. ଅର୍ଜୁନ ମୁଣ୍ଡା
15. ସ୍ମୃତି ଇରାନୀ
16. ଡକ୍ଟର ହର୍ଷ ବର୍ଦ୍ଧନ
17. ପ୍ରକାଶ ଜାଭେଡକର
18. ପୀୟୁଷ ଗୋଏଲ
19. ଧର୍ମେନ୍ଦ୍ର ପ୍ରଧାନ
20. ମୁକ୍‌ତାର ଆବାସ ନକ୍‌ଭି
21. ପ୍ରହଲ୍ଳାଦ ଜୋଶୀ
22. ମହେନ୍ଦ୍ର ନାଥ ପାଣ୍ଡେ
23. ଅରବିନ୍ଦ ଗଣପତ ସାଓ୍ଵନ
24. ଗିରିରାଜ ସିଂହ
25. ଗଜେନ୍ଦ୍ର ସିଂହ ଶେଖାଓ୍ଵତ

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)

1. ସନ୍ତୋଷ କୁମାର ଗଙ୍ଗୱାର
2. ରାଓ ଇନ୍ଦ୍ରଜିତ୍‌ ସିଂହ
3. ଶ୍ରୀପଦ ୟେସୋ ନାଏକ
4. ଡକ୍ଟର ଜିତେନ୍ଦ୍ର ସିଂହ
5. କିରେନ ରିଜିଜୁ
6. ପହଲ୍ଳାଦ ସିଂହ ପଟେଲ
7. ରାଜ କୁମାର ସିଂହ
8. ହରଦୀପ ସିଂହ ପୁରୀ
9. ମନସୁଖ ଏଲ ମାଣ୍ଡଭିଆ

ରାଷ୍ଟମନ୍ତ୍ରୀ

1. ଫଗନ ସିଂହ କୁଲସ୍ତେ
2. ଅଶ୍ବିନୀ କୁମାର ଚୌବେ
3. ଅର୍ଜୁନ ରାମ ମେଘଓ୍ଵାଲ
4. ବିକେ ସିଂହ
5. କୃଷ୍ଣ ପାଲ
6. ଦାନବେ ରାଓସାହେବ ଦାଦାରାଓ
7. ଜି. କିସନ ରେଡ୍ଡି
8. ପୁରୁଷୋତ୍ତମ ରୁପାଲା
9. ରାମଦାସ ଆଠୱାଲେ
10. ସାଧ୍ବୀ ନିରଞ୍ଜନ ଜ୍ୟୋତି
11. ବାବୁଲ ସୁପ୍ରିୟ
12. ସଞ୍ଜିବ କୁମାର ବାଲ୍ୟାନ
13. ସଞ୍ଜୟ ଧୋତ୍ରେ
14. ଅନୁରାଗ ସିଂହ ଠାକୁର
15. ଅଙ୍ଗଦି ସୁରେଶ ଚନ୍ନବସପା
16. ନିତ୍ୟାନନ୍ଦ ରାୟ
17. ରତନ ଲାଲ କଟରିଆ
18. ଭି. ମୁରଲୀଧରନ
19. ରେଣୁକା ସିଂହ ସରୁତା
20. ସୋମ ପ୍ରକାଶ
21. ରାମେଶ୍ବର ତେଲି
22. ପ୍ରତାପ ଚନ୍ଦ୍ର ଷଡଙ୍ଗୀ
23. କୈଳାସ ଚୌଧୁରୀ
24. ଦେବଶ୍ରୀ ଚୌଧୁରୀ

ତେବେ ଆଜି (ଗୁରୁବାର) ସେମାନଙ୍କର ଶପଥ ଚାଲିଥିବାବେଳେ ଏହି ମନ୍ତ୍ରୀ ମାନଙ୍କ ମଧ୍ୟରୁ କାହାକୁ କେଉଁ ବିଭାଗ ମିଳିବ ତାହା ଦେଖିବାର କଥା ।

Intro:Body:Conclusion:
Last Updated : May 31, 2019, 3:44 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.