ETV Bharat / bharat

ବିହାରରେ ପୁଣି 23 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ବୁଧବାର ବିହାରରେ 23 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିହାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

author img

By

Published : Apr 1, 2020, 3:31 PM IST

corona
ବିହାରରେ ପୁଣି 23 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ପୁଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି । ବୁଧବାର ବିହାରରେ 23 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିହାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ତେବେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବିହାରର ସରକାର ମାର୍ଚ୍ଚ 18 ପରଠାରୁ ବାହାରକୁ ଯାଇ ଫେରିଥିବା ସମସ୍ତ ଲୋକଙ୍କ କୋରୋନା ପରୀକ୍ଷା କରିଯିବ ବୋଲି ନିଷ୍ପତ୍ତି ନେଇଥିବା ବିହାର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ 1397 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂକ୍ୟା 35 ରେ ପହଞ୍ଚିଛି । ଏହାଛଡା ଦେଶରେ 1238 ଆକ୍ଟିଭ ଥିବାବେଳେ 124 ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.