ETV Bharat / bharat

24 ଘଣ୍ଟାରେ 22 ସିଆଇଏସଏଫ ଯବାନ ସଂକ୍ରମିତ, ମୋଟ 95 ରେକର୍ଡ - ସିଆଇଏସଏଫ କୋରୋନା

ଗଲା 24 ଘଣ୍ଟା ମଧ୍ୟରେ 22 ସିଆଇଏସଫ୍ ଯବାନ କୋରୋନା ସଂକ୍ରମିତ ହେବା ରିପୋର୍ଟ ରେକର୍ଡ ହୋଇଛି । ଏହାକୁ ମିଶାଇ ଏଯାବତ୍ ଦେଶରେ 95 ଜଣ ସିଆଇଏସଫ୍ ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

CISF
CISF
author img

By

Published : May 27, 2020, 8:21 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରୋନାରେ ଆଗ ଧାଡି ଯୋଦ୍ଧା, ଡାକ୍ତର, ପୋଲିସ, ଯବାନ, ନର୍ସ ସଂକ୍ରମିତ ହେବା ସଂଖ୍ୟା ମଧ୍ୟ ଚିନ୍ତାଜନକ ଭାବେ ବଢିବାରେ ଲାଗିଛି । ଏପରିସ୍ଥଳେ ଗତ 24 ଘଣ୍ଟା ମଧ୍ୟରେ 22 ସିଆଇଏସଫ୍ ଯବାନ କୋରୋନା ସଂକ୍ରମିତ ହେବା ରିପୋର୍ଟ ରେକର୍ଡ ହୋଇଛି । ଏହାକୁ ମିଶାଇ ଏଯାବତ୍ ଦେଶରେ 95 ଜଣ ସିଆଇଏସଫ୍ ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ସଂକ୍ରମିତ ସିଏସ୍ଏଫ୍ ପୁରୁଷଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ମାମଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦର ଏବଂ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ରେ ପୋଷ୍ଟ ରହିଥିବା ଯବାନ ରହିଛନ୍ତି ।

ସୂଚନା ଯେ, ସିଏସ୍ଏଫର ମୋଟ 95 ପଜିଟିଭ୍ ମଧ୍ୟରୁ 57 ଜଣ ଦିଲ୍ଲୀରେ, 26 ଜଣ ମୁମ୍ବାଇରେ, 4 ଜଣ ଝାଡଖଣ୍ଡରେ, 3 ଜଣ କୋଲକାତାରେ, 2 ଜଣ ଚେନ୍ନାଇରେ ଏବଂ ଜଣେ ଲେଖାଏଁ ହାଇଦ୍ରାବାଦ, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ରେ ପୋଷ୍ଟ ହୋଇଥିବା ଯବାନ ସଂକ୍ରମିତ ହୋଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.