ETV Bharat / bharat

ଗୁଜୁରାଟ କୋରୋନା ଅପଡେଟ: 262 ଆକ୍ରାନ୍ତ, 18 ମୃତ

author img

By

Published : Apr 9, 2020, 10:21 PM IST

ଗୁଜୁରାଟରେ 262 ଆକ୍ରାନ୍ତଙ୍କ ମଧ୍ୟରୁ 18 ଜଣଙ୍କର ମୃତ୍ୟୁ ହୋଇଛି । 26 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଗୁଜୁରାଟ କୋରୋନା ଅପଡେଟ: 262 ଆକ୍ରାନ୍ତ, 18 ମୃତ
ଗୁଜୁରାଟ କୋରୋନା ଅପଡେଟ: 262 ଆକ୍ରାନ୍ତ, 18 ମୃତ

ଗାନ୍ଧୀନଗର: ଗୁଜୁରାଟରେ କୋରୋନା ଆତଙ୍କ ବଢିବାରେ ଲାଗିଛି । ଗୁରୁବାର ଅପରାହ୍ନରେ ନୂଆ 21ଟି ରିପୋର୍ଟ ସାମନାକୁ ଆସିଛି । ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 262 ଛୁଇଁଛି । ଏମାନଙ୍କ ମଧ୍ୟରୁ 212 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । 3 ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । 4 ଜଣଙ୍କୁ କ୍ବାରେଣ୍ଟାଇନରେ ରଖି ନିରୀକ୍ଷଣ କରାଯାଉଛି । ଏମାନେ କୋରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି ।

262 ଆକ୍ରାନ୍ତଙ୍କ ମଧ୍ୟରୁ 18 ଜଣଙ୍କର ମୃତ୍ୟୁ ହୋଇଛି । 26 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିଲା । ମାତ୍ର 7ଟି କେସ ସାମନାକୁ ଆସିଥିଲା । ହେଲେ ଗୁରୁବାର ଏଥିରେ ପୁଣି ବୃଦ୍ଧି ଘଟିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.