ETV Bharat / bharat

ମୂଷଳଧାରା ବର୍ଷାରେ ଧସିଲା ପାଚେରୀ, 20 ମୃତ

ମୁମ୍ବାଇରେ ମୂଷଳଧାରରେ ବର୍ଷା । ମାଲାଡ ଅଞ୍ଚଳରେ ଧସିଲା ପାଚେରୀ । ଏଥିଯୋଗୁଁ 20 ଜଣ ପ୍ରାଣ ହରାଇ ଥିବାବେଳେ 50 ଜଣ ଆହତ ହୋଇଛନ୍ତି ।

author img

By

Published : Jul 2, 2019, 5:07 PM IST

Updated : Jul 2, 2019, 11:17 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ମୁମ୍ବାଇରେ ମୁଷଳଧାରରେ ବର୍ଷା । ମାଲାଡ ଅଞ୍ଚଳରେ ଧସିଲା ପାଚେରୀ । ଏହି ଅଘଟଣରେ 20 ଜଣ ପ୍ରାଣ ହରାଇ ଥିବାବେଳେ 50 ଜଣ ଆହତ ହୋଇଛନ୍ତି । ଅନେକ ପାଚେରୀ ତଳେ ଚାପି ରହିଥିବା ସୂଚନା ମିଳିଛି । ଏନଡିଆରଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏନଡିଆରଏଫ ସୂଚନା ମୁତାବକ, ପ୍ରବଳ ବର୍ଷା କାରଣରୁ ରାତି 2ଟାରେ ମାଲାଡର ପିମ୍ପ୍ରିପଡା ଅଞ୍ଚଳରେ ପାଚେରୀଟି ଭାଙ୍ଗିଥିଲା । ଖବର ପାଇବା ପରେ ତତକ୍ଷଣାତ୍‌ ଏନଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଆହତ ହୋଇଥିବା 50 ଜଣଙ୍କ ମଧ୍ୟରୁ 34 ଜଣଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୁମ୍ବାଇରେ ବର୍ଷା ଲାଗିରହିଥିବାରୁ ଆଜି(ମଙ୍ଗଳବାର) ପବ୍ଲିକ ଛୁଟି ଘୋଷଣା ହୋଇଛି । ତେବେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି(ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାଟମେଣ୍ଟ) ପୂର୍ବାନୁମାନ କରିଛି ।

Intro:Body:

sdf

Conclusion:
Last Updated : Jul 2, 2019, 11:17 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.