ETV Bharat / bharat

ଡ୍ରଗ୍ସ ଚାଲାଣ ବେଳେ ଧରାପଡିଲେ 2 ନାଇଜେରିଆନ - 10 କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ପୋଲିସ

ଏକ ସ୍କୁଟର ଯୋଗେ ଡ୍ରଗ୍ସ ଚାଲାଣ କରିବା ପାଇଁ ମୋହନ ଗାର୍ଡେନ ଅଞ୍ଚଳକୁ ଯାଉଥିବା ବେଳେ 2 ନାଇଜେରିଆନକୁ ଧରିଲା ପୋଲିସ । ସେମାନଙ୍କ ନିକଟରୁ 10 କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଡ୍ରଗ୍ସ ଚାଲାଣ ବେଳେ ଧରାପଡିଲେ 2 ନାଇଜେରିଆନ
ଡ୍ରଗ୍ସ ଚାଲାଣ ବେଳେ ଧରାପଡିଲେ 2 ନାଇଜେରିଆନ
author img

By

Published : Apr 11, 2020, 1:23 AM IST

ନୂଆଦିଲ୍ଲୀ: ନିଷିଧ ନିଶା କାରବାର କରି ଗିରଫ ହେଲେ 2 ନାଇଜେରିଆ ନାଗରିକ । ଦିଲ୍ଲୀର ମୋହନ ବଗିଚା ଅଞ୍ଚଳରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 2 ଅଭିଯୁକ୍ତ ହେଲେ, କିଙ୍ଗିସ୍ଲି (28) ଏବଂ ଫେବ୍ରିକ (35) । ସେମାନଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ଗିରଫ କରିଛି ।

ପୋଲିସ ଜବତ କରିଥିବା ଡ୍ରଗ୍ସର ପରିମାଣ 920 ଗ୍ରାମ ଥିଲା, ଯାହାର ମୂଲ୍ୟ 10 କୋଟି ହେବ ବୋଲି ପୋଲିସ ସୂଚନା ଦେଇଛି । ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଖୁବ ବେଶି ରହିଛି । ତେବେ ଗୁରୁବାର ରାତି ଏହି 2 ଅଭିଯୁକ୍ତ ଏକ ସ୍କୁଟର ଯୋଗେ ଡ୍ରଗ୍ସ ଚାଲାଣ କରିବା ପାଇଁ ମୋହନ ଗାର୍ଡେନ ଅଞ୍ଚଳକୁ ଯାଇଥିଲେ । ସେମାନଙ୍କୁ ଦେଖି ପୋଲିସର ସନ୍ଦେହ ହେବାରୁ ଗାଡିକୁ ଅଟକାଇ ପଚରାଉଚୁରା କରିଥିଲା । ପରେ ସେମାନଙ୍କ ବ୍ୟାଗ ଏବଂ ସ୍କୁଟର ଡିକି ତଦନ୍ତ କରିବାରୁ ଏହି ଡ୍ରଗ୍ସ ବାହାରିଥିଲା । ପୋଲିସ ଏବେ ଉଭୟଙ୍କୁ ଗିରଫ କରି ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.