ETV Bharat / bharat

ଆଫଗାନିସ୍ତାନରେ 19 ତାଲିବାନ ଆତଙ୍କବାଦୀ ନିହତ - 19 ତାଲିବାନ ଆତଙ୍କବାଦୀ ନିହତ

19 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଫଗାନିସ୍ତାନରେ ତାଲିବାନ ଓ ସେନା ମଧ୍ୟରେ ସଂଘର୍ଷ ଜାରି ରହିଥିବା ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

19 ତାଲିବାନ ଆତଙ୍କବାଦୀ ନିହତ
19 ତାଲିବାନ ଆତଙ୍କବାଦୀ ନିହତ
author img

By

Published : Oct 31, 2020, 9:36 PM IST

କାବୁଲ: 19 ଜଣ ତାଲିବାନ ଆତଙ୍କବାଦୀ ନିହତ । ଆଫଗାନିସ୍ତାନରେ ତାଲିବାନ ଓ ସେନା ମଧ୍ୟରେ ସଂଘର୍ଷ ଜାରି ରହିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ମୁଖ୍ୟତଃ ହେଲମାଣ୍ଡ, କାନ୍ଦାହାର ଏବଂ ଉରୁଜଗାନ ପ୍ରଦେଶରେ ଏହି ସଂଘର୍ଷ ହୋଇଛି ।

19 ତାଲିବାନ ଆତଙ୍କବାଦୀ ନିହତ
19 ତାଲିବାନ ଆତଙ୍କବାଦୀ ନିହତ

ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଶୁକ୍ରବାର ଅଫଗାନିସ୍ଥାନ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଯେଉଁଥିରେ ବହୁ ତାଲିବାନ ଅତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ରହିଛି। ଏହା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ନଷ୍ଟ ହୋଇଥିବା ନେଇ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ବିଟ କରି ଜଣାଇଛି।

ଗତ କିଛି ଦିନ ହେବ ଆଫଗାନିସ୍ତାନର ତିନୋଟି ଦକ୍ଷିଣ ପ୍ରଦେଶରେ ହେଲମାଣ୍ଡ, କାନ୍ଦାହାର ଏବଂ ଉରୁଜଗାନରେ ସାମରିକ ବାହିନୀ ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଛି । କାନ୍ଦାହାରର ଅରଗଣ୍ଡାବ ଜିଲ୍ଲାର କିଛି ଅଂଶ ଏବଂ ଉରୁଜଗାନର ଦେହରୁଦ୍ ଜିଲ୍ଲାର କିଛି ଅଂଶ ଆତଙ୍କବାଦୀଙ୍କ କବଜାରେ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.