ETV Bharat / bharat

ଟେନସନ ବଢାଉଛି କୋରୋନା, ଆଗ୍ରାରେ ଜଣେ ହରିୟାଣାରେ 2 ମୃତ

author img

By

Published : Apr 16, 2020, 11:29 AM IST

ଆଗ୍ରାରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଆଗ୍ରାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 167ରେ ପହଞ୍ଚିଥିବା ଆଗ୍ରା ଡିଏମ୍ ପ୍ରଭୁ ଏନ ସିଂ ସୂଚନା ଦେଇଛନ୍ତି ।

_corona
ଆଗ୍ରାରେ 19 କୋରୋନା ଆକ୍ରାନ୍ତ ଚିହ୍ନଟ

ଲକ୍ଷ୍ନୌ: ଆଗ୍ରାରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଆଗ୍ରାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 167ରେ ପହଞ୍ଚିଥିବା ଆଗ୍ରା ଡିଏମ୍ ପ୍ରଭୁ ଏନ ସିଂ ସୂଚନା ଦେଇଛନ୍ତି । ତେବେ ଆଜି ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ହରିୟାଣା ଗୁରୁଗ୍ରାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 32ରେ ପହଞ୍ଚିଛି । ତେବେ 32 ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ସର୍ଭିଲାନ୍ସ ଅଫିସର ଡ. ସୁଦ୍ଧା ଗର୍ଗ ସୂଚନା ଦେଇଛନ୍ତି ।

ତେବେ ଏପର୍ଯ୍ୟନ୍ତ ହରିୟାଣାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 190ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 146 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.